ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷା ନଗର ରେ ବିଜେଡି ର ପଦଯାତ୍ରା ଅନୁଷ୍ଠିତ

କାମାକ୍ଷା ନଗର ( ମସିହା)୨୮/୧୦_କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କୋଟଗରା ପଂଚାୟତ ଅନ୍ତର୍ଗତ ବିଜୁ ଜନତା ଦଳ ଓଡିଶା ର ଲୋକପ୍ରିୟ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲୌହ ଖଣି ଇସ୍ପାତ ରାଜ୍ୟ ରାଷ୍ଟ୍ର କର୍ମଚାରୀ ବୀମା ନିର୍ଦେଶ ରେ କାମାକ୍ଷା ନଗର ବ୍ଲକ ଅଧକ୍ଷ ପ୍ରେମା ନନ୍ଦ ସାହୁ ବିଶାଳ ପଦଯାତ୍ରା କରିଥିଲେ। ଏଥିରେ କୋଟଗରା ସରପଂଚ ସୁଲଚନା ଦଳେଇ ଏବଂ ସମିତି ସଭ୍ୟ ପୂର୍ବତନ ସମିତି ସଭ୍ୟ ତଥା ସମାଜ ସେବି ଅଶ୍ୱିନୀ ଚନ୍ଦ୍ର ପରିଡା ପୂର୍ବତନା ସରପଞ୍ଚ ଦିଗନ୍ତ ଜ୍ୟୋତି ପଟ୍ଟନାୟକ ପୂବତନ ଜିଲ୍ଲା ପରିଷଦ ହୃଦା ନନ୍ଦ ପରିଡା ଯୁବ ସମାଜ ସେବି ରାନୁ ପରିଡା ଯୋଗ ଦେଇ ସରକାର ଙ୍କ ଯୋଜନା ବିଷୟ ରେ ଲୋକମାନଙ୍କୁ ଅବଗତ କରାଇ ଥିଲେ l

 କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ ଅନ୍ତର୍ଗତ ‘ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!