ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସୋଳ ପୋଲିସ୍ ଓ ଅବକାରୀ ବିଭାଗ ର ଚଢ଼ାଉ ପରେ ବିପୁଳ ପରିମାଣ ର ମଦ ଓ ସାମଗ୍ରୀ ଜବତ

ଢେ଼ଙ୍କାନାଳ( ମ ନି ସ)୩୦/୧୦_ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ୱାଦିକ ସଂଘ ର ହସ୍ତକ୍ଷେପ ଓ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରସାରଣ ପରେ ପରେ ରାସୋଳ ପୋଲିସ୍ ଏ ଏସ ଆଇ ନାହିଦ ଖାନ୍ ଓ ଅବକାରୀ ବିଭାଗର ଓ ଆଇ ସି ମହାନନ୍ଦିଆ ହିନ୍ଦୋଳ ବ୍ଲକ୍ ର କୁଟୁଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରିଡାଳି ରୁ ବିପୁଳ ପରିମାଣ ରେ ମଦ ହାଣ୍ଡି , ପୋଚ ଓ ଅନ୍ୟାନ୍ୟ ଆସବାବ ପତ୍ର ଜବତ କରିଛନ୍ତି l ମଦ ରାନ୍ଧୁ ଥିବା ଲୋକ ମାନେ ବିଶେଷ ସୂତ୍ର ରୁ ଖବର ପାଇ ଫେରାର ହୋଇ ଯାଇଛନ୍ତି l ମଦ ସାମଗ୍ରୀ ଗୁଡ଼ିକୁ ଅବକାରୀ ବିଭାଗ ଜବତ କରି ସେଗୁଡିକୁ ପୋଡ଼ି ଦେଇଛି l ଏହି ପରିପ୍ରେ୍କ୍ଷୀରେ ଆଜି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ୍ ର ମିଳିତ ଚଢାଉ ବେଳେ ଗ୍ରାମବାସୀ ମାନଂକ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।ଖୁବ୍ ଶୀଘ୍ର ଫେରାର ଥିବା ମଦ ରାନ୍ଧୁଣିଆ ମାନଙ୍କୁ ଗିରଫ କରାଯିବ ବୋଲି ଓ ଆଇ ସି ମହାନନ୍ଦିଆ ମତ ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

 

Related posts

ରାଇରଙ୍ଗପୁର ରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶହୀଦ ଦିବସ ପାଳିତ

ଧର୍ମରାଜ ପ୍ରଧାନ ଙ୍କ କବିତା ମଧୁବାବୁ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ଯାୟର ସାରକଥା-୧୫

Sunil Chandra Nayak

Leave a Comment

error: Content is protected !!