ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମ୍ବ ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା/, ନୂଆପଡା ଜିଲ୍ଲା ଖରିଆର ସ୍ଥିତ ଏକ ନମ୍ବର ୱାର୍ଡ ମୁକ୍ତାପୁର ଡ଼ମ୍ବ ଗଣ୍ଡା ସମାଜ ଭବନ ଠାରେ ନୂଆପଡା ଜିଲ୍ଲା ସଭାପତି ହେମନ୍ତ କୁମାର ତାଣ୍ଡି (ଲକି ) ଙ୍କ ଅଧକ୍ଷତା ରେ ଜିଲ୍ଲା ଡ଼ମ୍ବ ଗଣ୍ଡା ସମାଜ ର ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟଘାଟ ର ପ୍ରସ୍ତୁତିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହିସଭା ରେ ପାଞ୍ଚ ଗୋଟି ବ୍ଲକ ଓ ତିନି ଗୋଟି ବିଜ୍ଞାପିତ ଅଞ୍ଚଳର ଡ଼ମ୍ବ ଗଣ୍ଡା ସମାଜ ର ମାନ୍ୟ ଗୁନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ପୂର୍ଣ୍ଣଚନ୍ଦ୍ର ନେତାମ ସଭା ପରିଚାଳନା କରିଥିଲେ । ନୂଆପଡା ଜିଲ୍ଲା ଉପସଭାପତି ମାୟାଧର ସୁନାନି , ନିମାଇଁ ଚରଣ ତାଣ୍ଡି , ତ୍ରିନାଥ ମହାନନ୍ଦ ,ତ୍ରିନାଥ ତାଣ୍ଡି ,କୁମାର ପାଣ୍ଡେ , ଧରମରାଜ ନାଗବଂଶୀ ,ଗୌତମ ତାଣ୍ଡି , ,ଠାକୁର ଦାସ ମହାନନ୍ଦ , ମୁନା ତାଣ୍ଡି , ଶିବ ଜଗତ ,ବୈକୁଣ୍ଠ ତାଣ୍ଡି , ସୁଶୀଲ କୁମ୍ଭାର , ଧନେଶ୍ୱର ଜଗତ ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ଙ୍କ ସହମତି କ୍ରମେ ଡିସେମ୍ବର ଚାରି ତାରିଖ ନୁଆଁଖାଇ ଭେଟଘାଟ ପାଇଁ ତାରିଖ ସ୍ଥିର ହେଇଛି । ବୋହୁ ଆଡମ୍ବର ସହିତ ଏଥର ର ନୁଆଁଖାଇ ଭେଟଘାଟ ପାଳନ କାରାଯିବାର କାଯ୍ୟକ୍ରମ ଅଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

Sunil Chandra Nayak

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!