ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଆତ୍ମହତ୍ଯା

କୋଷାଗୁମୁଡ଼ା ୦୧/୧୧ ମନିସ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସଦର୍ ମହକୁମା ର ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି, ସୂଚନା ଅନୁଯାୟୀ ମୃତ ଜଣକ ହେଲେ କୋଷାଗୁମୁଡ଼ା ଗ୍ରାମର ସୂର୍ଯ୍ୟ ସରାବୁ (୩୬) ସୋମବାର ସକାଳ ସମୟରେ ଘର ଭିତରେ ଗେଡା ଦେଇ, କେହି ନଥିବା ବେଳେ ଫାଶି ହୋଇ ଆତ୍ମହତ୍ୟା କରିଥିଲେ I ପରେ ତାଙ୍କ ସ୍ତ୍ରୀ ବହୁତ ବାର କବାଟ ବାଡେଇ ଥିଲେ କିନ୍ତୁ କୌଣସି ଉତ୍ତର ନମିଳିବାରୁ ସାହି ପଡ଼ିଶା ଙ୍କୁ ଡାକି କବାଟ ଭାଙ୍ଗି ଥିଲେ I ସ୍ତ୍ରୀ ସରସ୍ଵତୀ ସାରବୁ କୋଷାଗୁମୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ କେସ୍ ନଂ ୧୫/୨୨ ଏକ ମାମଲ ରୁଜୁ କରି ଥିଲେ I  ଏଏସ୍ଆଇଇନ୍ସପେକ୍ଟର ବସନ୍ତ କୁମାର ସ୍ୱାଇଁ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲେ I

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ୨୦୨୨ ପାଳିତ

୨- ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ପଡୁଚାଷ ପାଇଁ ଅଧିକ ଜଙ୍ଗଲ ଜମି ସଫା ହବାର ଦେଖା ଯାଇଛି , ୨-କୁମ୍ଭାରି ପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ 

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

Sunil Chandra Nayak

Leave a Comment

error: Content is protected !!