ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

ଭବାନୀପାଟଣା : ଆଜି ଭବାନୀପାଟଣା ବ୍ଲକ୍ କଲମ ପଞ୍ଚାୟତ ସ୍ଥିତ ବ୍ରାହ୍ମଣୀ ଜଙ୍ଗଲର ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ଦେବା ଦାବୀ ନେଇ କଲମ ଏବଂ ଗଣ୍ଡବାରଝୋଲା ଗ୍ରାମବାସୀ ତଥା ଡ଼ଙ୍ଗରଗଡ଼ ପୂଜା କମିଟି ତରଫରୁ ପର୍ବତାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିଲେ ଆନ୍ତର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ । ସୂଚନା ଯୋଗ୍ୟ ଯେ, କଲମ ଗ୍ରାମ ଗତ ୧୭୦୦ ମସିହା ଆଡକୁ ସ୍ଥାପିତ କରାଯାଇଥିଲା । ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ଅଞ୍ଚଳର ବ୍ରାହ୍ମଣୀ ଜଙ୍ଗଲର ପାଦଦେଶରେ ଆସିକି ରହିଥିଲେ । ଧୀରେ ଧିରେ ଲୋକଙ୍କର ଜନବସତୀ ହେବା ସାଙ୍ଗେ ସାଙ୍ଗେ ୧୮୩୫ ମସିହା ଆଡକୁ ବିଭିନ୍ନ ଆଦିବାସୀ ଦଳିତ ଛଡା ଅନ୍ୟ ଜାତିମାନେ ଏଠି ଆସିକି ଏହି ବ୍ରାହ୍ମଣୀ ଜଙ୍ଗଲର ପାଦଦେଶରେ ବସବାସତି ଆରମ୍ଭ କଲେ । ସୂଚନା ଯୋଗ୍ୟ ଯେ, କଲମର ବ୍ରାହ୍ମଣୀ ଜଙ୍ଗଲର ଡ଼ଙ୍ଗରଗଡ଼ ଜଳପ୍ରପାତ ଗତ ହଜାର ବର୍ଷର ଉର୍ଦ୍ଧରୁ ମଧ୍ୟ ଏହି ଜଳପ୍ରପାତ ଏଠି ରହି ଆଇଛି କିନ୍ତୁ ଲୋକଲୋଚନକୁ ନ ଆସିବାର କାରଣରୁ ଏଠି ବ୍ରାହ୍ମଣୀ ଜଙ୍ଗଲର ପାଖାପାଖି ଗାଁରୁ ଡ଼ଙ୍ଗର ଗଡ଼ ଜଳପ୍ରପାତ ଦୁଇ ତିନିଟି ପାହାଡ଼କୁ ଡ଼େଇଁକି ଯିବାକୁ ପଡେ ଓ ଏହା ୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିକି ରହିଛି । ଏହି ଜଳପ୍ରପାତ ପାଖାପାଖି ଗ୍ରାମବାସୀମାନେ ନିଜର ଧର୍ମୀୟ ଭାବନାକୁ ଉଜାଗର କରିବାପାଇଁ ପ୍ରଥମେ ଶିବମନ୍ଦିର ସ୍ଥାପନ କରିଛନ୍ତି, ତା ସାମ୍ନାରେ ଚଣ୍ଡିଙ୍କର ମନ୍ଦିର ଏବଂ ହରଗୌରୀ ମନ୍ଦିର ପାଇଁ ସ୍ଥାପନ କରାଯାଇଛି । ତାହାର ଅଧା କିଲୋମିଟର ପରେ ପାହାଡ଼ ପାର୍ଶ୍ୱରେ ବୁଢ଼ାରାଜାଙ୍କର ସେଇଠି ପୂଜା କରାଯାଉଛି ଓ ସ୍ଥାପନ କରାଯାଉଛି ଏବଂ ଚଣ୍ଡୀଙ୍କର ପୂଜା କରାଯାଉଛି । ତାପରେ ଆଉ ଏକ କିଲୋମିଟର ଗଲାପରେ ଗୋଟେ ନାଳ ପଡିଲା ପରେ ସେଇଠି ଡ଼ଙ୍ଗର ଗଡ଼ ଜଳପ୍ରପାତର ବିଭିନ୍ନ ପାଖାପାଖି ୫ଟା ଖଣ୍ଡେ ଜଳପ୍ରପାତର ଉପର ରୁ ଉପରକୁ ଅଛି । ପ୍ରଥମ ଜଳପ୍ରପାତ ପାଖରେ ଶିବଙ୍କର ପୂଜା ଆରାଧନା କରାଯାଉଛି ଆଉ ପାଖାପାଖି କଳାହାଣ୍ଡି, ନୂଆପଡା,ନବରଙ୍ଗପୁର ଏବଂ ଛତିଶଗଡ ଲୋକମାନେ ବହୁତ ଅସୁବିଧାରେ ଆସୁଛନ୍ତି । ଯେହେତୁ ସେହି ୪ କିଲୋମିଟରକୁ ଯଦି ଫରେଷ୍ଟ ଡିପାର୍ଟମେଣ୍ଟ, ଆର୍ଡି ଡିପାର୍ଟମେଣ୍ଟ ମିଳିତ ଆନୁକୂଲ୍ୟରେ ଯଦି ଫରେଷ୍ଟ ରୋଡ଼ ତିଆରି କରାଯାଏ,ତାହେଲେ ଯିବାପାଇଁ ପର୍ଯ୍ୟଟକ ମାନଙ୍କୁ ଯିବାପାଇଁ ସୁଲଭ ହେବ । ଏଣୁ ଡ଼ଙ୍ଗରଗଡ଼ ପୂଜା କମିଟିର ଆଜିକାର ପର୍ବତାରୋହଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଡ଼. ଭବାନୀ ଶଙ୍କର ନିଆଲ ସେଠି ଲୋକଙ୍କର ପର୍ବତାରୋହଣ କରିସାରିଲାପରେ, ସେହି ଜଳପ୍ରପାତ ପାଖରେ ଏକ ବକ୍ତବ୍ୟରେ କହିଲେ ଯେ, ଏହି ପର୍ବତାରୋହଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ଡ଼ି.ଏଫ.ଓ ସମସ୍ତେ ଏଠି ଆସିବାର କଥା ସ୍ଥାନୀୟ ଜନପ୍ରତିନିଧି ମାନେ ଆସିବାର କଥା । ଏଣୁ ସ୍ଥାନୀୟ ସାଂସଦ ସୁଜିତ କୁମାରଙ୍କୁ , ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ଙ୍କୁ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥା ଜିଲ୍ଲାପାଳ, ଡ଼ି.ଏଫ.ଓ ସାଉଥଙ୍କୁ ଓ ବିଡ଼ିଓ ଭବାନୀପାଟଣାଙ୍କୁ ଏଇଠି ପରିଦର୍ଶନ କରିବାପାଇଁ ନିବେଦନ କରିବାର ସହିତ ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ଦେବା ଦାବୀ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁରେଶ ମହାନନ୍ଦ, ଲବଣି ମହାନନ୍ଦ, ମଧୁସୂଦନ ନାଗ, ମଣୀନ୍ଦ୍ର ମହାନ୍ତି,ଖୁସିରାମ ସାହୁ,ପୂର୍ବତନ ସରପଞ୍ଚ କୃଷ୍ଠଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ବାଗ, ନରେନ୍ଦ୍ର ବାଗ,ଖିର ମାଝୀ, ମଞ୍ଜୁସୁତା ମାଝୀ, ନୀଲେ ମାଝୀ,ଦୁଲଣୀ ମାଝୀ, ରିତା ମାଝୀ, ଶାନ୍ତି ମାଝୀ, ଚିତ୍ର ସା, ଜୟନ୍ତୀ ଶବର, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଦେବ ମାଝୀ, ଶଶୀଦେବ ମାଝୀ, ଭବାନୀ ଶଙ୍କର ବାଗ, ମଗଶିର ମାଝୀ, ଜଗନ୍ନାଥ ଶବର, ଜୟରାମ ମାଝୀ, ଲିଙ୍ଗ ମାଝୀ, ଟିକେ ଶବର, ଚିତୃ ରଣା, ଟଙ୍କ ଶବର, କାହ୍ନୁ ଚରଣ ମାଝୀ,ଡ଼ଙ୍ଗରଗଡ଼ ପୂଜା କମିଟିର ସମସ୍ତ ପଦାଧିକାରୀ ଗଣ ଏବଂ ବୁଢାରଜା ପୂଜକ, ଶିବଙ୍କର ପୂଜକ, ହରାଗୌରୀ ପୂଜକ ଏବଂ ଚଣ୍ଡିଙ୍କ ପୂଜକ ତଥା ବହୁ ସଂଖ୍ୟାରେ ପାଖାପାଖି ୫୦୦ ଜଣ ଅଞ୍ଚଲ ବାସୀବାସୀ ସେଇଠି ସାମିଲ ହୋଇଥିଲେ ଏବଂ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସେଇଠି ସାମିଲ ହୋଇକି ଜିଲ୍ଲାପ୍ରଶାସନଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ ରଖିଥିଲେ ।

କିଶନ ଶର୍ମା, ଭବାନୀ ପାଟଣା

Related posts

ସାହିତ୍ୟ ଅଗଣା

Sunil Chandra Nayak

କୋକସରା ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଧର୍ମଗଡ ବିଧାୟକ

Sunil Chandra Nayak

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort