ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

ତ୍ରିଲୋଚନ ପାଢ଼ୀ

(ଶିକ୍ଷକ )
ବିଶ୍ୱଦେବତା 
ଆହେ ଜଗନ୍ନାଥ 
ଲେଖୁଛି ତୁମକୁ ଚିଠି 
ଦେଖିଯାଅ ଥରେ 
କିପରି ଚାଲିଛି 
ତୁମ ହାତ ଗଢ଼ା ସୃଷ୍ଟି l
କାହାକୁ କିପରି 
ରଖିଛ ପ୍ରଭୁ ହେ 
ସବୁ ଲୀଳା ତ ତୁମ୍ଭର 
ତୁମେ ପରା ପ୍ରଭୁ 
ଜଗତର କର୍ତ୍ତା 
ତୁମେ ଭାବର ଠାକୁର l
ଅନ୍ତର କୋହରେ 
ଆଖିର ଲୁହରେ 
ଲେଖୁଛି ପ୍ରଭୁ ମୁଁ ଚିଠି 
ଦେଖିଯାଅ ଥରେ 
କିପରି ଅଛନ୍ତି 
ତୁମରି ସୃଷ୍ଟିରେ 
ତୁମରି ଭକତ ଏଠି l
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା:-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!