ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଜନ୍ମଦିବସ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା ହାପି କର ଓ କବ୍ୟତ୍ରୀ ତଥା ସମାଜସେବୀ ଶ୍ରୀମତୀ ସସ୍ମିତା ସୁନାମୁଦୀ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି,ଅନୁଷ୍ଠାନର ବରିଷ୍ଠ ମାର୍ଗଦର୍ଶକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ବିଶ୍ୱାଳ, ଆଲମ୍ପିଆନ ତଥା ଅର୍ଜୁନ ଆୱାର୍ଡି ଦୂତୀଚାନ୍ଦ,ମୁଖ୍ୟ ଉପଦେଷ୍ଟା ଭାରତୀ ରଥ, ସନାତନ ମହାକୁଡ଼,ରବି ନାରାୟଣ ପଣ୍ଡା,ପ୍ରତିଷ୍ଠାତା ଯୁବକବି ଖୁସିରାମ ସାହୁ,ବିଚାରକ ରାଜକିଶୋର ମୁଣ୍ଡି,ମନ୍ମଥ ସ୍ବାଇଁ, ସଂଗ୍ରାମ କେଶରୀ ରାଉତରାୟ,ଦୁର୍ଗାଶଙ୍କର ଦେ, ସୁଶାନ୍ତ ରଣା ସମେତ ଅନୁଷ୍ଠାନର ସମସ୍ତ କବି ଓ କବୟିତ୍ରୀ ତଥା ବୁଦ୍ଧିଜୀବୀ ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏଥିରେ କୋରାପୁଟ ର ତ୍ରିନାଥ ପଟ୍ଟନାୟକ, କଳାହାଣ୍ଡି ର ପ୍ରିୟଦର୍ଶିନୀ ମିଶ୍ର,ଅଗ୍ନି କୁମାର ସାହୁ, ବିନୟ ନାଏକ,ଉର୍ମିଳା ଗଉଡ଼,ପାର୍ଥ ଶବର,ଅରବିନ୍ଦ ସାହୁ,ଗୌରଚନ୍ଦ୍ର ଗହୀର,କଟକ ର ଅକ୍ଷୟ କୁମାର ସାହୁ,ସସ୍ମିତା ବେହେରା,କେନ୍ଦୁଝର ରୁ ସଞ୍ଜୟ କୁମାର ସାହୁ,ରତିନାରାୟଣ ରାଉତ,ଯାଜପୁର ର ସୁରେନ୍ଦ୍ର କୁମାର ବେହେରା, ବିଜୟ କେତନ ରାଉତରାୟ, ଅନସୂୟା ମଲ୍ଲିକ, ଗଞ୍ଜାମ ର ରାମ ଚନ୍ଦ୍ର ପ୍ରଧାନ,ମଧୁସ୍ମିତା ସାହୁ, ମୟୁରଭଞ୍ଜ ର ଜୟଶ୍ରୀ ଖଟୁଆ,ଭାଗିରଥି ପତି,ଝାରସୁଗୁଡା ର ଗିରିଶ ଚନ୍ଦ୍ର ତ୍ରିପାଠୀ, ଭୁବନେଶ୍ୱର ର ରୀତା ଅପରାଜିତା ମହାନ୍ତି, ଗଜପତି ର ସୁରଥ ପାଇକ, ସମ୍ବଲପୁର ର ଜ୍ଞାନେନ୍ଦ୍ରୀୟ ଦାଶ,ନୂଆପଡା ର ଭ୍ରମର ବାଗ,ମାଧବ ମାଝୀ,କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା, ପ୍ରଶାନ୍ତ କୁମାର ନାଥ,ପୁରୀ ର ଚିତ୍ତରଞ୍ଜନ ପୃଷ୍ଟି, ନୟାଗଡ଼ ର ଅଶୋକ କୁମାର ନାୟକ, ଢେଙ୍କାନାଳ ର ଅରୁନ୍ଧତୀ ଲେଙ୍କା, ଶାରଙ୍ଗ ଧର ସାହୁ,ଭଦ୍ରକ ର ବେଣୁଧର ବେହେରା, ବରଗଡ ର ବେଦବ୍ୟାସ ମେହେର,ଜଗତସିଂହପୁର ର ରଞ୍ଜିତା ସାହୁ,ବାଲେଶ୍ୱର ର ପ୍ରଶାନ୍ତ କୁମାର ଜେନା ଆଦି ପ୍ରମୁଖ କବି ଓ କବୟିତ୍ରୀ ‘ମୋ ଓଡିଶା’ ଶୀର୍ଷକକୁ ନେଇ ନିଜ ନିଜ କବିତା ପାଠ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

Sunil Chandra Nayak

ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ

Sunil Chandra Nayak

ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

Leave a Comment

error: Content is protected !!