ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହଦେବ ପରିଡ଼ା ଙ୍କ କବିତା ଜଣାଣ

ଜଣାଣ

            ସହଦେବ ପରିଡ଼ା

ଆଉ କେତେ କାଳ ଅଛି ମହାବାହୁ
ଛିଡାଇଵ ଭଵ ବନ୍ଧନ
ତଵ ଚରଣରେ ଶରଣ ଦିଆଇ
ଵୋଳିବ ମୁକ୍ତି ଚନ୍ଦନ
ହେ,,, ଚକାନୟନ ହେ,, ଚକାନୟନ
ଅଣଚାଶ ବାୟୂ ବହେ ଘନଘନ
କେବେ ହେବ ତାର ଅବସାନ
ତୁମ କୃପା ବାରି ଲାଭ କି ହୋଇବି
ତୁମ ନାମ ସାରି ଯିବ ପ୍ରାଣ
ହେ,, ଚକାନୟନ ହେ,, ଚକାନୟନ।
ଆରତୀ ଭଞ୍ଜନ ହେ ଭକ୍ତ ରଞ୍ଜନ
ବାରେ ଶୁଣିକର ଆରତ ଖଣ୍ଡନ
ମହାବାହୁ ନାମ ସ୍ଵାର୍ଥକୁ ହେଉହେ
ତୁମରି ପ୍ରେମରେ ଯାଉଦିନ
ହେ,, ଚକାନୟନ,,ହେ,, ଚକାନୟନ।
ଓମ୍ ଶାନ୍ତି ଶାନ୍ତି ଶାନ୍ତି

କୋଷାଗୁମୁଡା ନବରଙ୍ଗପୁର

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

ମହିମା ଗାଁ ରେ ଡମ୍ବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!