ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳିତ ଗରିବ ପିଲା କୁ ଦୁବୃତ୍ତ ମାନେ କଲେ ଆକ୍ରମଣ ,ତନ୍ତିଆପାଳ ରେନ ଫରେଷ୍ଟ ବାର ଭିତରେ ପଶି କର୍ମଚାରୀ ଙ୍କୁ ଗୋଡ଼ାଇ ପିଟିଲେ

ରାଜନଗର /କୋଇଲି ପଂଚାୟତ ର ଅତି ଅସାମାଜିକ ଓ ନିଶା ଖୋର ଦର୍ବୃତ୍ତ ମାନଙ୍କ ର ପାଦ୍ରୁଭାବ ଦିନକୁ ଦିନ ଚରମ ସୀମାରେ ପହଞ୍ଚିବାକୁ ଲାଗିଲାଣି ସେପଟେ ଦେଖିବାକୁ ଗଲେ ଲୋକେ ଡରିବାକୁ ଲାଗିଲେଣି ।ତେବେ ଏହିଭଳି ଘଟଣା ଘଟିଛି ରାଜନଗର ବ୍ଲକ ନିକଟରେ ଥିବା କୋଇଲି ପୁର ପଂଚାୟତ ର ତନ୍ତିଆପାଳ ଠାରେ ଏକ ସରକାରୀ ଲେଇସେନ୍ସ ପ୍ରାପ୍ତ ମଦ ବାରରେ ଜଣେ ପରିବାର ପ୍ରତିପୋଷଣ ନିମନ୍ତେ କାମ କରୁଥିବା ଗରିବ ଅନୁ ସୂଚିତ ଜାତି ବର୍ଗ ର ପିଲା କୁ ଜୋର ଜବରଦସ୍ତ ଯେଉଁ ପ୍ରକାର ଠେଙ୍ଗା ଧରି ସଦଳ ବଳେ ପହଞ୍ଚି ଆକ୍ରମଣ କରିବା ର ସମସ୍ତ ସିସି ଟିଭି ଫୁଟେଜ  ଦେଖିଲେ ସ୍ପଷ୍ଟ ବାରି ହୋଇ ଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ରାଜନଗର ପ୍ରଶାସନ ବାବୁ ମାନଙ୍କ ସହିତ ସ୍ଥାନୀୟ ନେତୃ ବୃନ୍ଦ  ଜାଣିବା ଦରକାର କେମିତି ନିଜ ଅଞ୍ଚଳ ର  ଯୁବ ଗୋଷ୍ଟି  କେତେ ଶୀଘ୍ର ବିଗିଡି ଯାଉଛନ୍ତି, ଆଜିର ଯୁବକ ପଥ ଭ୍ରଷ୍ଟ ହେବାରେ ଲାଗିଲେଣି ତେବେ ଏପରି ପ୍ରେକ୍ଷୀ ରେ ଏଥି ପାଇଁ କିଏ ଦାୟୀ ରହିବେ ବୋଲି ସ୍ଥାନୀୟ ଅଞ୍ଚଳ ରେ ଜନସାଧାରଣ ଓ କଲେଜ ଏବଂ ହାଇସ୍କୁଲ ର ଛାତ୍ର ଓ ଛାତ୍ରୀ ମାନେ ନିଜ କୁ ଅସୁରିକ୍ଷିତ ମନେ କଲେଣି।ଅନ୍ୟ ଦିଗରେ ଦେଖିବାକୁ ଗଲେ ରାଜନଗର ପୋଲିସ କେବେ ନେଉଛି ପ୍ରକୃତ ପଦକ୍ଷେପ ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (MASiHA NEWS)

Related posts

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

Sunil Chandra Nayak

ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

Sunil Chandra Nayak

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!