ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ସାହେବ ଙ୍କ ୬୬ତମ ମହା ପରି ନିର୍ବାଣ ଦିବସ ପାଳିତ

ଢେ଼ଙ୍କାନାଳ (ମସିହା)୦୬/୧୨_ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ,ଆଧୁନିକ ଭାରତର ଯୁଗସ୍ରଷ୍ଟା ବିଶ୍ଵର ଜ୍ଞାନର ପ୍ରତୀକ ବିଶ୍ୱରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହା ପରିନିର୍ବାଣ ଦିବସ ଅବସରରେ ହିନ୍ଦୋଳ ଏନଏସିରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଶ୍ମିତାରଣୀ ନାୟକ ପୁଷ୍ପମାଲ୍ଯ ଅର୍ପଣ କରି ମହାମନିଷୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତାଙ୍କ ସହ ଯୁବ ଓ ଛାତ୍ର ମାନେ ପୁଷ୍ପମାଲ୍ଯ ଅର୍ପଣ କରି ବାବା ସାହେବଙ୍କ ସ୍ମୃତିଚାରଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଲୁଣିବାହାଲ ରେ ସାପ୍ତାହିକ ହାଟ ର ଶୁଭାରମ୍ଭ

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!