ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନରେଗା ଯୋଜନାରେ ମେସିନ୍ ଦ୍ବାରା ପୋଖରୀ କାର୍ଯ୍ୟ ଚାଲିଛି 

ବିନା ସୁଚନା ଫଳକରେ କାର୍ଯ୍ୟ ଆରମ୍ଭ 

ରାଇଘର ୭:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମନରେଗା ଯୋଜନାରେ ମହା ଦୁର୍ନୀତି l ବ୍ଲକରେ ଖୁଲମ୍ ଖୁଲା ଚାଲିଛି ମେସିନ୍ ଦ୍ବାରା କାର୍ଯ୍ୟ l ୨୬ ଗୋଟି ପଞ୍ଚାୟତରେ ଗତ ଆର୍ଥିକ ବର୍ଷରେ ଯେଉଁ ଭଳି ମେସିନ୍ ଦ୍ବାରା କାର୍ଯ୍ୟ ହୋଇ କୋଟି କୋଟି ଟଙ୍କା ଶ୍ରମିକ କାର୍ଯ୍ୟ କରିଥିବା ନେଇ ଉଠାଣ ହୋଇଥିବା ବେଳେ ଆଜି ସଂପୃକ୍ତ କାର୍ଯ୍ୟର ରାସ୍ତା ଘାଟ ଠାରୁ ଆରମ୍ଭ କରି ନାନା ପୋଖରୀ ଉନ୍ନତି କରଣ କାର୍ଯ୍ୟ ଠପ୍‌ ହୋଇ ପଡିଛି ଫଳରେ ମନରେଗା ଯୋଜନାରେ ଯେଉଁ ଦୁର୍ନୀତି ହୋଇଛି ଉକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ହେଉ ବୋଲି ସବୁ ମହଲରେ ଦାବୀ ହେଉଥିବା ବେଳେ ବର୍ତ୍ତମାନ ପୁଣି ମେସିନ ଦ୍ବାରା କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ରାଣିପଦର୍ ଗ୍ରାମରେ l କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନ ଥିବା ଯୋଗୁଁ ଏହା କେଉ ବିଭାଗ ଦ୍ବାରା ନିର୍ମାଣ ହେଉଛି ଜଣାପଡୁ ନାହିଁ lରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତରେ ମନରେଗା ଯୋଜନାରେ ବିଭିନ୍ନ ଫାଇଲ୍ ଖୋଲା ଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା l ଗତ ଆର୍ଥିକ ବର୍ଷରେ ହୋଇଥିବା ଚେକ୍ ଡ୍ୟାମ,ନୂତନ ପୋଖରୀ ଖନନ,ପୋଖରୀ ଉନ୍ନତି କରଣ,ନୂତନ ରାସ୍ତା ନିର୍ମାଣ,ରାସ୍ତା ଉନ୍ନତି କରଣ,ଜମି ମରାମତି ଭଳି ଅନେକ ଫାଇଲ୍ ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା l ବର୍ତମାନ ଉକ୍ତ କାର୍ଯ୍ୟର କିଭଳି ରହିଛି ସ୍ଥିତି କେଉଁ ଭଳି ଭାବେ ମହା ଘଟଲା ହୋଇଛି ଗୋଟି ଗୋଟି କରି ତଦନ୍ତ କରିବା ଆବଶ୍ୟକତା ରହିଛି l ମେସିନ୍ କାର୍ଯ୍ୟ କରି ଶ୍ରମିକଙ୍କ ଖାତାରେ ଟଙ୍କା ଜମା କରି ଅର୍ଥ ଲୋଭନୀୟ ଦେଖାଇ ଉଠାଣ କରିଥିବା ବେଳେ କିଛି ସ୍ଥାନରେ ଅଳ୍ପ କାର୍ଯ୍ୟ କରି ଅଧିକ ଅର୍ଥ ଉଠାଣ ହୋଇଛି l ତେବେ ଅଧିକାଂଶ ସ୍ଥାନରେ ଖୁଲମ୍ ଖୁଲା ମେସିନ୍ ଦ୍ବାରା କାର୍ଯ୍ୟ ପରବର୍ତି ସମୟରେ ପ୍ରସାଶନିକ ସ୍ତରରେ ଅଭିଯୋଗ ପରେ ମଧ୍ୟ ତଦନ୍ତ ନ ହେବା ଚର୍ଚ୍ଚାର ବିଷୟ ପାଲଟିଛି l ମନରେଗା ଯୋଜନାରେ ରାଇଘର ବ୍ଲକରେ ମହା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି l ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଠାରେ ମହା ଦୁର୍ନୀତି ଅଭିଯୋଗ ହୋଇଛି l ବିଶେଷ କରି ରାଇଘର ବ୍ଲକର ଟିମନପୁର ଓ ମୁଣ୍ଡିବେଡା ପଞ୍ଚାୟତ ଠାରେ ମନରେଗା ଯୋଜନା ର ଲମ୍ବା ଅଭିଯୋଗ ରହିଛି l ଦୁର୍ଗମ ଅଞ୍ଚଳ ବୋଲି ତଦାରଖ ଅଭାବରୁ ସମସ୍ୟା ଦେଖା ଦେଇଛି ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

ବ୍ରହ୍ମକୁମାରୀ ସେବାକେନ୍ଦ୍ର ରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

masiha

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort