ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି,7/12,ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ବୁଧବାର କ୍ୟାମ୍ପ କୋର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ | ସ୍ଥାନୀୟ ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତ ରହି ବିଭିନ୍ନ ରାଜସ୍ୱ ଅନ୍ତର୍ଗତ ମାମଲାର ଫଇସଲା କରିଥିଲେ | ମୋଟ 72.400ଟଙ୍କା ଆଦାୟ ହୋଇଥିଲା | 4ଗୋଟି ଲିଗାଲ ହେୟାର ସହ 72ଗୋଟି ଏନକ୍ଲୋଜମେଣ୍ଟ କେସର ଫଇସଲା ହୋଇଥିଲା | କାର୍ଯ୍ୟକ୍ରମରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସହ ଅଞ୍ଚଳର ଲୋକ ମାନଙ୍କ ସମାଗମ ହୋଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଧାମୋହନ ପୂଜାହାରୀ ଙ୍କ କବିତା – ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

Leave a Comment

error: Content is protected !!