ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

   ଅମୃତର ସପନ

         ବେଣୁଧର ସୂତାର

ବିଶ୍ୱାସ ନେତ୍ରରେ ବିଶ୍ବ
               ଲାଗେ ଭାରି ସୁନ୍ଦର
ଏ ଜଗତ ମହାତୀର୍ଥ
               ପୁଣ୍ୟମୟ ମନ୍ଦିର ।
ଜୀବନର ପ୍ରତି କ୍ଷଣେ
              ଵିଶ୍ଵାସ ର ସ୍ପନ୍ଦନ
ଶ୍ରଦ୍ଧା ସିନା ପୂଜା ଫୁଲ
              ଭକ୍ତି ବାସ ଚନ୍ଦନ ।
ମମତାର ଉପହାର
             ପ୍ରେମ ପ୍ରୀତି ସୁରଭି
ଅମୃତର ଆବାହନୀ
             ଜୀବନର ପୂରବୀ ।
ହୃଦୟରେ ବିଶ୍ୱାସ ର
             ସୁଧାମୟ ସରଣୀ
ଭାବ ଭକ୍ତି ନିର୍ବାଣ ର
            ପରିତୁଷ୍ଟ ତରଣୀ ।
ଅସରନ୍ତି କାମନାର 
            ରାସ୍ତା ସିନା ବିଷମ
ଆଶା ଆଉ ଅଭୀପ୍ସାର
            ଅନୁଚିନ୍ତା ଅସୀମ ।
ସମୟର ସୀମା ଲଙ୍ଘେ
             ପ୍ରଗଳ୍ଭ ଏ ବୟସ
ନୂତନର ଆବାହନେ
            ଚେତନାର ପୀୟୂଷ ।
ସାଧନାର ପୁଣ୍ୟ ପୀଠ
             ନିଃସର୍ଗ ଏ ଜୀବନ
ଜୀବନର ରଙ୍ଗମଞ୍ଚେ
             ଅମୃତର ସପନ ।
ଜୀବନରୁ ସପନର
             ଭୌଗଳିକ ଦୂରତା
ସଂପର୍କର ସୁନାକ୍ଷେତ
             ମାଆ ମାଟି ମମତା ।
ମାତୃତ୍ବର ପୁଣ୍ୟଧାରା
             ସୌଭାଗ୍ୟର ସରଣି
ସର୍ବସଂହା ଶାଶ୍ବତୀ ସେ
             ମମତାର ଧରଣୀ ।
କୃପାମୟୀ ସୁଧାଦାୟୀ
             ଅମୃତର ପସରା
ଚିରକାଳ ପ୍ରାଣସତ୍ତା 
             ତା ଆଶିଷ ଆସରା ।
ଓଁକାର ଝଙ୍କାରମୟୀ
              ଅମୃତର ସୃଜନୀ
ନିଖଳ ଜୀବନ ଧାରା
               ସିଏ ଆଦି ଜନନୀ ।
ପ୍ରଣବ ସ୍ବରୂପା ସେତ
              ପ୍ରାଣ ପିଣ୍ଡ ଆଧାର
ତାର ଅନୁକଂପା ଘେନି
             ସୃଷ୍ଟି ହୁଏ ସାକାର ।

କେଶଦୁରାପାଳ କେନ୍ଦୁଝର

Related posts

ମମତା ସାହୁ ଙ୍କ କବିତା ପାର୍ବଣେ ନବ ଦୁର୍ଗା

Sunil Chandra Nayak

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ ପ୍ରବନ୍ଧ ଧନୁସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort