ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

କୋକସରା,୧୩/୧୨/ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଠାରେ ସୋମବାର ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଯାଇଛି। ଏହି ଗୃହ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମିଣୀ ବଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଏବଂ ମହିଳା ମିଶନ ଶକ୍ତି କର୍ମକର୍ତ୍ତା ସଭାପତି କୁନ୍ତୀ ନାୟକ ସମ୍ପାଦିକା କ୍ଷୀର ଚଲାନ, ମିସନ ଶକ୍ତି ସିଆର୍ପି ମମତା ମାଝୀ, ଯୁଗ୍ନି ମାଝୀ, ମାଳତୀ ମାଝୀ, ଗୀତାଞ୍ଜଳି ନାୟକ, ଭାଗ୍ୟଶ୍ରି ତାଣ୍ଡି, ତବୁ ଖମାରୀ, ଏମବିକେ ଭୂମିସୂତା ସୁନା, ଇସି ମେମ୍ବର ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମିଶନ ଶକ୍ତି ଗୃହ ଉଦଘାଟନ ରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସମାଜସେବୀ ମହାସଂଘ ଓଡିଶା ର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

Sunil Chandra Nayak

Leave a Comment

error: Content is protected !!