ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ        

ନବରଙ୍ଗପୁର — ନବରଙ୍ଗପୁର ଲଳିତା ଦେଇ ଶାସନ ଠାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ ଡାବୁଗାଁ ବିଧାୟକ ତଥା ରାଜ୍ୟ ଆଦିବାସୀ କଂଗ୍ରେସର ସଭାପତି ଶ୍ରୀ ଭୁଜବଳ ମାଝୀ ଓ ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ ଏବଂ ଅନେକ ବରିଷ୍ଠ ନେତୃବୃଦଙ୍କ ଉପସ୍ଥିତ ରେ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ସହ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ବିଜୟୀ ଲକ୍ଷ୍ମୀ ସାହୁ ଯୋଗଦେଇଥିଲେ।ଉକ୍ତ ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ପଦାଧିକାରୀ ଯୋଗଦେଇ ଅଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ।     

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

masiha

କୋଦଳା ଠାରେ ମନ୍ତ୍ରୀ ଙ୍କୁ ସମ୍ବର୍ଦନା ସହ ମହା ମିଶ୍ରଣ ପର୍ବ,୨୨ ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ସାମିଲ

Sunil Chandra Nayak

ସରକାର ଅକ୍ଟୋବର ୧୫କୁ ନ୍ୟାସନାଲ ଅସୁଲି ଡେ’ ଘୋଷଣା କରନ୍ତୁ ଆମେରିକା ଚାପରେ ଭାରତ ସରକାର ଦେଶର ସ୍ୱାର୍ଥହାନୀ କାର୍ଯ୍ୟ ଗୁଡିକ କରୁଛି

Sunil Chandra Nayak

Leave a Comment

error: Content is protected !!