ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

ଗୁହାଳ ଘରେ ବିତୁଛି ଜୀବନ । ଗୁହାଳ ଘରେ ଗୋରୁ ଗାଈଙ୍କ ସହ ଦୁଇ ଭିନ୍ନକ୍ଷମ ଭଉଣୀ ବିତାଉଛନ୍ତି ଜୀବନ । ଏ ଦୃଶ୍ୟ ହେଉଛି ଭଦ୍ରକ ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅନ୍ତର୍ଗତ ଟିକିତିରା ଗ୍ରାମର ଦୁଇ ଦିବ୍ୟାଙ୍ଗ ଭଉଣୀ ଛବିରାଣୀ ଓ ବୁଲିରାଣୀ ଙ୍କୁ ଆବାସ ଯୋଜନାରେ ଘରଟିଏ ଦେଇ ଅନ୍ତଦୋୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି  ବି ଏ ଚ ଆର୍ ସି  ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଟ୍ୟୁଇଟ୍ ଓ ଅବଗତ କରାଇଥିଲେ। , ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କ ଟ୍ୟୁଇଟ୍ ପରେ ପ୍ରଶାସନ ଙ୍କ ତରଫରୁ ଚିଠି ଓ ପ୍ରତି ଉତ୍ତର ଆସିଛି ଦୁଇ ଭିନ୍ନକ୍ଷମ ଭଉଣୀ ଙ୍କୁ ଆବାସ ଯୋଜନାରେ ଘର ସହିତ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବେ ବୋଲି , ଅପେକ୍ଷା ରେ ଦୁଇ ଭିନ୍ନକ୍ଷମ ଭଉଣୀ ଙ୍କୁ କେବେ ମିଳିବ ସରକାରୀ ଯୋଜନା ।

ମସିହା ନିଉଜ ସର୍ଭିସ୍ 

Related posts

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

masiha

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟର ୧୯୯୮ ମସିହା ବ୍ଯାଚ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉ ଅନ୍ନ ପ୍ରସାଦ ବଣ୍ଟନ

Sunil Chandra Nayak

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

Leave a Comment

error: Content is protected !!