ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ର ଦୈନିକ ଓଡ଼ିଆ ଖବର କାଗଜ ଓଡିଶା ଭାସ୍କର ସାମ୍ବାଦିକ୍ ମନୁ ତାଣ୍ଡି ସ୍ୱର୍ଗବାସ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପ୍ରତିନିଧି ଓଡିଶା ଭାସ୍କର ସାମ୍ବାଦିକ ମନୁ ତାଣ୍ଡି ଆଉ ନାହାନ୍ତି । ସେ ବହୁ ଦିନରୁ ଅସୁସ୍ଥ ଥିଲେ । ବିଧି ର ବିଧାନ ଆଗରେ ଆମେ ସମସ୍ତେ ନତମସ୍ତକ, ଏ ଦୁନିଆଁ ରଙ୍ଗ ମଞ୍ଚରେ ଅଭିନୟ ସାରି ଦିନେ ସମସ୍ତେ ବାହୁଡ଼ିବା ସୁନିଶ୍ଚିତ। ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମା ର ସଦଗତି ଓ ଶାନ୍ତି କାମନା କରୁଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସ୍ବର୍ଣ୍ଣପ୍ରଭା

masiha

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!