ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ତିରୁପତି ମନ୍ଦିର ୮ ମାସ ବନ୍ଦ ରହିବ…

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଲା ମନ୍ଦିର ଆସନ୍ତା ବର୍ଷ ଛଅରୁ ଆଠ ମାସ ବନ୍ଦ ରହିବ। ତିନି ମହଲା ଉପରେ ଥିବା ବିମାନ (ଗମ୍ବୁଜ ବା ଗୋପୁରମ୍)ର ସୁନା ଛାଉଣି ବଦଳାଇବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୁନା ଛାଉଣି ଶେଷ ହେବା ପର୍ଯ୍ୟନ୍ତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତିର ପ୍ରତିକୃତି ମୁଖ୍ୟ ମନ୍ଦିର ପାଖରେ ଥିବା ଏକ ମନ୍ଦିରରେ ରଖାଯିବ। ବାଲାୟାମ ନାମକ ଏହି ମନ୍ଦିର କମ୍ପ୍ଲେକ୍ସ ଭିତ‌ରେ ନିର୍ମିତ ହେବ। ଫଳରେ ଭକ୍ତମାନେ ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ ପାଇପାରିବେ। ବାଲାୟମ ନିର୍ମାଣ କାର୍ଯ୍ୟ ଆସନ୍ତା ଫେବ୍ରୁଆରି ୨୩ରୁ ଆରମ୍ଭ ହେବ। ଆନନ୍ଦ ନିଳୟମ୍‌ରେ ସୁନା ଛାଉଣି ୧୯୫୦ରୁ ଆରମ୍ଭ ହୋଇ ୧୯୫୮ରେ ଶେଷ ହୋଇଥିଲା। ଏହି ସୁନା ଆବରଣ ପ୍ରଥମ ଥର ପାଇଁ ୮୩୯ ଖ୍ରୀଷ୍ଟାବ୍ଦରେ ପଲ୍ଲଭ ରାଜା ବିଜୟ ଦାନ୍ତିବର୍ମନଙ୍କ ଦ୍ୱାରା କରାଯାଇଥିଲା। ସେହି ଦିନଠାରୁ ସୁନା-ପ୍ଲେଟିଂକୁ ସାତଥର ବଦଳାଯାଇଥିବା ରେକର୍ଡ ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଜି ଲୋକାର୍ପତ ହେବାକୁ ଯାଉଛି ଦେଶର ଦୀର୍ଘତମ ଏକ୍ସପ୍ରେସ ୱେ

Sunil Chandra Nayak

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଆସନ୍ତାକାଲି ଅର୍ଥାତ୍ ଫେବୃଆରି ୧୬ ଭାରତ ବନ୍ଦ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort