ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

ପାପଡାହାଣ୍ଡି 28/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ପ୍ରଧାନୀଗୁଡା ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ଦୁଲପୁର ନିକଟରେ ବୁଧବାର ଏକ ବାଇକ ଦୁର୍ଘଟଣାଗସ୍ତ ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ ଗୁପ୍ତ ପ୍ରଧାନ | ଘର ବ୍ଲକର ପଣ୍ଡିକୋଟ ପଂଚାୟତ ପେଟୁଗୁଡା | ସେ ଏକ ବାଇକ OD 24G 7136ରେ ପାପଡାହାଣ୍ଡି ରୁ ନିଜ ଘରକୁ ଯିବା ସମୟରେ ଦୁଲପୁର ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା | ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ, ଖବର ପାଇ ପାପଡାହାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପାପଡାହାଣ୍ଡି ପୋଲିସ ଏ ନେଇ କେସ ନମ୍ବର 224/22ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ବାଇକକୁ ଜବତ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ

ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଚେତନା ମଞ୍ଚର ଶପଥ ପାଠ ଉତ୍ସବ

Sunil Chandra Nayak

କଣ୍ଟେନର କୁ ପଛ ପଟୁ ଧକ୍କା ଦେଇ ଘଟଣା ସ୍ଥଳରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ 4 ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର

masiha

Leave a Comment

error: Content is protected !!