ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

କାମାକ୍ଷାନଗର (ମ ନି ସ)29/12// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କାମାକ୍ଷା ନଗର ଅବକାରୀ ବିଭାଗ ର ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ ବେଳେ ବଡ଼ ସଫଳତା | ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୋଟିଏ ପିକଅପ ଭ୍ୟାନ ସହ ବିପୁଳ ପରିମାଣର ଦେଶୀ ଚୋରା ମଦ ଜବତ ଓ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ l ସୂଚନା ମୁତାବକ ଆଜି ସକାଳ ଭୋର ସମୟ ରେ କାମାକ୍ଷା ନଗର ଓ ପରଜଙ୍ଗ ଅବକାରୀ ବିଭାଗ ର ମିଳିତ ପେଟ୍ରୋଲିଙ୍ଗ ବେଳେ, ଏନ୍ ଏଚ ୫୩ ସିଆରିମାଳିଆ ଛକ ନିକଟରେ ଆମ୍ବପଳାସ ରୁ ମଦ ନେଇ ଆସୁଥିବା ଏକ ପିକଅପ ଭ୍ୟାନ କୁ ଅଟକାଇ ଥିଲେ। ଘଟଣା ସ୍ଥଳରୁ ଚାଳକ ଗାଡିଛାଡି ଫେରାର ହୋଇ ଯାଇଥିଲା। ପିକଅପ ଭ୍ୟାନ ସହ ୩୨ ଟି ଜାରକିନ୍ ରେ ୧୬୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛନ୍ତି |ସେହିଭଳି କନ୍ତିଓ ପୁଟସାହି ଗ୍ରାମର ସଞ୍ଜୟ ବେହେରା ଙ୍କ ଘରୁ ୧୭ଲିଟର ଚୋରା ଦେଶୀ ମଦ ଜବତ କରିଥିବା ବେଳେ, କୋଟଗରା ଗ୍ରାମର ବାପି ନାଏକ ଙ୍କ ଘରୁ ୫୦ଲିଟର ଦେଶୀ ଚୋରା ଦେଶୀ ମଦ ଜବତ କରିଛିl ତେବେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯିବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

masiha

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

Sunil Chandra Nayak

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort