ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀ ମହିଳା ଶକ୍ତି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୯/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଭାରତୀ ମହିଳା ଶକ୍ତି ମେରି ଉଡାନ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କିଶୋରି ବାଳିକା ମହିଳାଙ୍କ ମଧ୍ୟରେ ମହାବାରୀ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇସାରିଛି । କପଡା ମୁକ୍ତ ଭାରତର ସ୍ବପ୍ନକୁ ଆଗେଇନେବାର ପ୍ରତିଶୃତି ନେଇ ଭାରତୀ ମହିଳା ଶକ୍ତି ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମ ଗୁରୁବାର କୋକସରା ବ୍ଲକର ଗୋତୋମୁଣ୍ଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ କିଶୋରି ବାଳିକା ମାନଙ୍କୁ ମହାବାରୀ ସ୍ୱଚ୍ଛତା ପ୍ରତି ଜାଗୃତ କରାଯାଇଛି। ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରୀ, ସମିତି ସଭ୍ୟା ଶାମୁକା ନାଏକ, ଡିଇଓ ରଞ୍ଜିତ ଗୌଡ଼, ବିପିଓ ରଶ୍ମିତା ସାହୁ, ଜିପିଏସ କସ୍ତୁରି ପାତ୍ର, ସରିତା ସାହୁ, ଯଶୋଦା ରାଉତ, ଭୂମିସୁତା ବାଗ, ସଚେତନତା କାର୍ଯ୍ୟକ୍ରମରେ ମହାବାରୀ ସ୍ୱଚ୍ଛତାକୁ ହର ଘର ସେ ହର ନାରୀ ତକ ପହଞ୍ଚାଇବା ଓ ଗ୍ରାମୀଣ ମହିଳା ମାନଙ୍କୁ ରୋଜଗାର ଯୋଗେଇଦେବାର ଏକ ଅନନ୍ୟ ଉଦ୍ୟମ କରାଯିବା ନେଇ ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ

masiha

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

masiha

ଜିଳ୍ଲା ସିଭିଲ କୋଟଠାରେ ବିଜୟ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!