ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ର ପଚାର

ବୋର୍ଡା: ୨୯/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ସଦରବ୍ଳକ ଭବାନୀପାଟଣା ବୋର୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଯଥା ତା ୨୯/୧୨/୨୨ ରିଖ ଗୁରୁବାର ଦିନ ୬୦ ଜଣ ମହିଳାଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ର ପଚାର କରାଯାଇଥିଲା। ଡାକ୍ତର ଏସ୍ ପାଣିଗ୍ରାହୀ ଅସ୍ତ୍ରୋପଚାର କରିଥିବା ବେଳେ ବିବେକାନନ୍ଦ ସାମଲ, ଏଚଡବ୍ଳୁ ରାମ ମାଝୀ, ଏଚଡବ୍ଳୁ ହରେନ୍ଦ୍ର ପ୍ରସାଦ ଗହିର୍ ଏବଂ ଆଶାକର୍ମୀ ପ୍ରମୁଖ ସହଯୋଗ କରିଥିଲେ।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

Leave a Comment

error: Content is protected !!