ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଥର ବ୍ଲାଷ୍ଟିଙ୍ଗକୁ ନେଇ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ , ମନ ଇଚ୍ଛା ପଥର ବ୍ଲାଷ୍ଟିଙ୍ଗ 

ରାଇଘର ୩୦:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ସମ୍ବଲପୁର ଜଂଗଲ ମଧ୍ୟରେ ପଥର ଉତ୍ସ ଦ୍ୱାରା ପ୍ରଶାସନ ରାଜସ୍ୱ ଆଦାୟ କରୁଛି କିନ୍ତୁ ଲୋକଙ୍କ ଯାହା ସମସ୍ୟା ସୃଷ୍ଟି ହୋଇଛି ପ୍ରଶାସନ ଏଥି ପ୍ରତି ଗୁରୁତ୍ବ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ – କମ୍ପାନୀ ପଥର ଉତ୍ସ ଆରମ୍ଭ ସମୟରେ ସବୁ ଦିନ ରାତିରେ ପଥର ବ୍ଲାଷ୍ଟିଙ୍ଗ କରୁଥିଲେ l ରାତିରେ କରିବା ଦ୍ୱାରା ଭୟ ସୃଷ୍ଟି ହେଉଥିଲା ତଥାପି ଗୋଟିଏ ସମୟ ନିର୍ଘଣ୍ଟ ସହ ରାତି ନିଦ ଭିତରେ ଶବ୍ଦ ହଜି ଯାଉଥିଲା ବର୍ତ୍ତମାନ କିଛି ମାସ ହେବ ଦିନ ସମୟରେ ମନ ଇଚ୍ଛା ପଥର ବ୍ଲାଷ୍ଟିଙ୍ଗ କରୁଛନ୍ତି l ପଥର ବ୍ଲାଷ୍ଟିଙ୍ଗ ସମୟରେ ଅଂଚଳବାସୀ ଅବଗତ ହୋଇ ପାରୁନଥିବା ବେଳେ ନିକଟବର୍ତୀ ଜଂଗଲ ମଧ୍ୟରେ ପଶୁ ପକ୍ଷୀ ଦ୍ୱାରା ଅଂଚଳବାସୀ ରହୁଛନ୍ତି l ଯଦ୍ୱାରା ଭୀଷଣ ଶବ୍ଦରେ ଅଞ୍ଚଳବାସୀ ସହ ଗାଇ ବଳଦ ଛେଳି କୁକୁଡା ଭୟରେ ଥରି ଉଠୁଛନ୍ତି l ପଥର ବ୍ଲାଷ୍ଟିଙ୍ଗ ପରେ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ଲଗାତାର ଯେଉଁ ଭଳି ପଥର ବ୍ଲାଷ୍ଟିଙ୍ଗ ହେଉଛି ଘର ଦ୍ୱାରା ଥରି ଉଠିବା ସହ ଭୂମି କମ୍ପ ପରିସ୍ଥିତି ସୃଷ୍ଟି ହେଉଛି l ଗୁରୁତ୍ବପୁର୍ଣ୍ଣ ବିଷୟ ହେଉଛି ପଥର ବ୍ଲାଷ୍ଟିଙ୍ଗ ପରେ ପଥର ଗୁଣ୍ଡ ଗୁଡିକ ଚାରି ଦିଗରେ ଖେଳି ଯାଉଥିବା ବେଳେ ଏହାର ପ୍ରଭାବରେ ଫସଲ ସମ୍ପୁର୍ଣ ନଷ୍ଟ ହୋଇଛି l ଯାହା ଧାନ ସଂଗ୍ରହ ହୋଇଛି ମଣ୍ଡିରେ ଧାନର ମାନ ହ୍ରାସ ସହ ମଣ୍ଡିରେ ଉକ୍ତ ଅଂଚଳର ଧାନ ନେଉ ନାହାନ୍ତି l କମ୍ପାନୀ ପକ୍ଷରୁ ଫସଲ ନଷ୍ଟ ହେଲେ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା କିନ୍ତୁ କମ୍ପାନୀ କତୃପକ୍ଷ ସମସ୍ୟାକୁ ଗୁରୁତ୍ବ ଦେଉ ନାହାନ୍ତି l ପଥର ଉତ୍ସରେ ମଧ୍ୟ ନିୟୋଜିତ ଥିବା ଟିପ୍ପର୍ ଗାଡି ଗୁଡିକ ମଧ୍ୟ ଦୃତ ଗତିରେ ଗାଡି ଚାଳନା କରୁଥିବା ଯୋଗୁଁ ଯାତାୟତ ବାଧା ପ୍ରାପ୍ତ ସହ ସପ୍ତାହ ତଳେ ଦେଓଭରଣ୍ଡି ରେ ଧକ୍କା ଦେଇ ଜଣଙ୍କ ଜୀବନ ଓ ପାଞ୍ଚ ଗୋଟି ବଳଦକୁ ମାରିଥିଲା l ଏହା ପୂର୍ବରୁ କାଣ୍ଡେତାରା ଅଂଚଳରେ ମଧ୍ୟ ଜଣକୁ ଧକ୍କା ଦେଇ ଆହାତ କରିଥିଲା l ଦିନକୁ ଦିନ କମ୍ପାନୀ ପକ୍ଷରୁ ମନ ଇଚ୍ଛା ପଥର ବ୍ଲାଷ୍ଟିଙ୍ଗ ବୃଦ୍ଧି ପାଉଥିବା ବେଳେ ଓଡିଶା ସୀମାନ୍ତରେ ରହୁଥିବା ଅଂଚଳବାସୀଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଅଧିକାଂଶ ଅଞ୍ଚଳରେ ଘର କାନ୍ଥ ଫାଟିବା ଆରମ୍ଭ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ନିକଟବର୍ତୀ ସମ୍ବଲପୁର,କୁନ୍ଦେଇ, କାଣ୍ଡେତରା,ଖିଲଲୀ,ଭୂରୁକାମହୁଲି,ରାଜପୁର୍, ଖୁଡ଼ୁକ,କଲାରପାରା ସହ ଅନେକ ଗ୍ରାମର ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ପରିସ୍ଥିତି ଏଭଳି ହୋଇଛି ଯେ ସୀମାନ୍ତ ଠାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ବି ଅସନ୍ତୋଷ ପ୍ରକାଶ ପାଇଛି କିନ୍ତୁ ସରକାରୀ ସ୍ତରରେ ପଥର ଉତ୍ସ ହୋଇଥିବା ଯୋଗୁଁ କେହି ମଧ୍ୟ ପାଟି ଖୋଲୁନଥିବା ବେଳେ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେବାରେ ଲାଗିଛି l ସୀମାନ୍ତରେ ପ୍ରଥମେ ମାଓ ଆତଙ୍କ ରହିଥିବା ବେଳେ ବର୍ତ୍ତମାନ ସମୟରେ ହାତୀ ପୋଲ ଆତଙ୍କ ସହ ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ ଅଞ୍ଚଳବାସୀ କେଉଁ ସମୟରେ ଆନ୍ଦୋଳନ ସ୍ଥିତି ଉପୁଜିବ କହି ହେବ ନାହିଁ l ଉକ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଗ୍ରାମର ଦୟା ରାମ ଗଣ୍ଡ,ପ୍ରଭୁ ଗଣ୍ଡ,ଧରେନ୍ଦୁ ସିଂହା,ମହନ ଲାଲ୍ ଗଣ୍ଡ, କାଣ୍ଡି ତରା ଗ୍ରାମର ୱାର୍ଡ ମେମ୍ବର ଚେରୁ ଗଣ୍ଡ,ମହା ଦେବ ହରିଜନ,ସାଗାରାମ ଗଣ୍ଡ,ଧନପଟ୍ ଗଣ୍ଡ,ସନ୍ତୋଷ ଗଣ୍ଡ,ସିଆ ରାମ୍ ରାଉତ ପ୍ରମୁଖ ଗ୍ରାମବାସୀ ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଦୁର୍ଗମ ତଥା ସୀମାନ୍ତବର୍ତି ଅଞ୍ଚଳବାସୀଙ୍କ ସମସ୍ୟା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି l ରାଜସ୍ୱ ବିପର୍ଯ୍ୟୟ ବିଭାଗ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକ ପ୍ରତିନିଧି ଏଥିପ୍ରତି ଗୁରୁତ୍ବ ଦେବାକୁ ମଧ୍ୟ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

masiha

ବନ୍ଧୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ 

masiha

ଜୁନାଗଡ଼ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort