ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

ନୂଆପଡା// ,ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ର ଡାରେକ୍ଟର ଧର୍ମେଶ ମେହେର ଙ୍କ ଆଉଗୋଟିଏ ବଡ଼ ସଫଳତା l ଜାତୀୟ ସ୍ତରରେ କମାଲ ଦେଖାଇଲେ ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଧର୍ମେଶ ଡ୍ୟାନ୍ସ ଏକାଡେମୀ ର ଛାତ୍ରମାନେ | ଏହି ପ୍ରୋଗ୍ରାମ ଛତିଶଗଡ଼ ର ଦୁର୍ଗ ଠାରେ ଅନୁଷ୍ଠିତ ହୋଇଥିଲା | ଏହା ଜାତୀୟ ସ୍ତରର ଡ୍ୟାନ୍ସ, ଡ୍ରାମା , ସନ୍ଗିତ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରୋଗ୍ରାମ ରେ ୧୮ ଟି ରାଜ୍ୟ ରୁ ଡ୍ଯାନ୍ସର ଭାଗ ନେଇଥିଲେ । ସେଥି ମଧ୍ୟରୁ ଖଡ଼ିଆଳ ର ଧର୍ମେଶ ଡ୍ଯାନ୍ସ ଏକାଡେମୀ ର ଛାତ୍ରମାନେ ଗୃପ ଫୋକ ଡ୍ଯାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଧର୍ମେଷ ଙ୍କ ସଫଳତା ଶୁଣି ଖଡ଼ିଆଳ ଅଂଚଳର ସଂସ୍କୃତିକୁ ଆହୁରି ରୁଦ୍ଧିମନ୍ତ ଏବଂ ଗତିଶୀଳ କରିବାରେ ସହାୟକ ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଅଛି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Sunil Chandra Nayak

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ସମ୍ପର୍କ ,ରାଉରକେଲାର ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!