ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

ଢେ଼ଙ୍କାନାଳ (ମ ସୀ ହା)୩୦/୧୨_ଗତକାଲି ହିନ୍ଦୋଳ ଏନଏସି ପରିଷଦ ରେ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଟିମା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ l ଉକ୍ତ ବୈଠକ କୁ ନିର୍ବାହୀ ଅଧିକାରୀ ଶ୍ରୀ ଏସ ଶ୍ରୀନିବାସ ପରିଚାଳନା କରିଥିଲେ ।୨୦୨୨/୨୩ ଆର୍ଥିକ ବର୍ଷର ବହୁ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରାଯିବା ସହ ରାଜ୍ଯର ବରିଷ୍ଠ ଅଧିକାରୀଙ୍କ ସହ ଏନଏସିକୁ କିଭଳି ଅଧିକ ଅର୍ଥ ମଞ୍ଜୁର ହେବ ସେ ବିଷୟରେ ବିଧାୟିକା ଆଲୋଚନା କରିଥଲେ l

ଖୁବ ଶୀଘ୍ର ଏନଏସିରେ ବାକି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ଏହି ବୈଠକରେ ଏନଏସି ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କାଉନସିଲର, ସାଂସଦଙ୍କ ପ୍ରତିନିଧି ପ୍ରିୟ ରଂଜନ ମାହୁନ୍ତ ଓ ଏନଏସି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

Sunil Chandra Nayak

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

Leave a Comment

error: Content is protected !!