ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

କାମାକ୍ଷାନଗର (ମ ନି ସ) ୨/୧୨_ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ତଳବେରଣା ଗ୍ରାମ ବିଶ୍ୱଭାରତୀ ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଶନିବାର ରେ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚ୍ ଉଡସିଙ୍ଗା ଓ କନ୍ତିଓ ପୁଟସାହି ମଧ୍ୟରେ ହୋଇଥିଲା ।ପ୍ରଥମେ କନ୍ତିଓ ପୁଟସାହି ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ୧୮୬ ରନ୍ କରିଥିଲା। ଜବାବରେ ଓଡାସିଙ୍ଗା ୧୫ଓଭର ତିନୋଟି ବଲ୍ ୧୪୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲେ ଓ ଏହି ମ୍ୟାଚ୍ କନ୍ତିଓ ପୁଟ ସାହିର ଚନ୍ଦନ ରେ ଶତକ ପାଳି ଖେଳିଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାଆନ୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ଦାସ , ସମ୍ମାନିତ ଅତିଥି ଭାବେ ସାଆନ୍ଦା ମହାବିଦ୍ୟାଳୟ ର ଅଧ୍ୟାପକ ଶିଶିର କୁମାର ପଣ୍ଡା ଓ ସାଆନ୍ଦା ପଞ୍ଚାୟତ ର ସମିତି ଅଧ୍ୟକ୍ଷା ସୁଲୋଚନା ବେହେରା ପହଞ୍ଚି ଉଭୟ ଦଳ କୁ ପୁରସ୍କୁତ କରିଥିଲେ । ବନବିହାରି ପଣ୍ଡା ଓ ବନଜା ପ୍ରସାଦ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ ମଳୟ ସାହୁ ଓ ଅମରେଶ୍ ପଣ୍ଡା l ଟୁର୍ଣ୍ଣlମେଣ୍ଟ କୁ ସୁଚାର ରୂପେ ପରିଚାଳନା କରିଥିଲେ ବିଶ୍ୱଭାରତୀ ର ସମ୍ପାଦକ ରାକେଶ ପଣ୍ଡା ଓ ମହେଶପଣ୍ଡା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

masiha

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

masiha

Leave a Comment

error: Content is protected !!