ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆଶାମଣି ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ ୟୁନିଟ ରକ୍ତ ସଂଗ୍ରହ

ବାଲିଆପାଳ-୨୲୦୧(ମ ନି ସ )ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳେଶ୍ଵର ଗ୍ରାମ ର ହରିଶ୍ଚନ୍ଦ୍ର ନାଏକ ଙ୍କ ବାସଭବନରେ ଆଶାମଣି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏହି ଶିବିର କୁ ବାଲିଆପାଳ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାଏକ ଉଦଘାଟନ କରିଥିଲା ବେଳେ ସରପଞ୍ଚ କାଳିଚରଣ ଜେନା,ନାଏବ ସରପଞ୍ଚ ଗଙ୍ଗାମଣୀ ନାଏକ, ପ୍ରତାପ କୁମାର ନାୟକ, ଜଗତ ଜୀବନ ଦାସ,ପ୍ରଣବ ଜେନା,ଅମୂଲ୍ଯ ପଟ୍ଟାୟତ, ମହେଶ୍ବର ଦାସ, ଗଗନ ବିହାରୀ ସାହୁ,ଜଗନ୍ନାଥ ପ୍ରମାଣିକ ରାଜେନ୍ଦ୍ର ନାଏକ, ପ୍ରମୋଦ ନାଏକ, ଅକ୍ଷୟ କୁମାର ପାତ୍ର, ମନୋରଞ୍ଜନ ଆଚାର୍ଯ୍ଯ, ନିମାଇଁ ପ୍ରମାଣିକ, ମନୋଜ ଜେନା, ମଦନମୋହନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ହୋଇ ଉକ୍ତ ଶିବିର ରେ ସହଯୋଗ କରିଥିଲେ ।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ପୁଣି ବଢୁଛି କରୋନା..ଡିଜିସିଏର କଡ଼ା ଆଭିମୁଖ୍ୟ

ରାଇରଙ୍ଗପୁର ପାଢିଆ ଧର୍ମଶାଳାରେ ଡ. ରାମ ମୋହନ ଲୋହିଆ ସ୍ବାସ୍ଥ୍ୟ ଜୀବନ ପ୍ରତିଷ୍ଠାନ, ରାଜସ୍ଥାନ ଆନୁକୁଲ୍ୟରେ ୬ ଦିବସୀୟ ପ୍ରାକୃତିକ ଚିକିତ୍ସା ଶିବିର

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

Leave a Comment

error: Content is protected !!