ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

ବୌଦ୍ଧ -02-01-( ହୃଦାନନ୍ଦ ମେହେର )- ନୂତନ ବର୍ଷ 2023 ର ଶୁଭ ଅବସରରେ ଜିଲ୍ଲା ସଦର ମହକୁମା ଓ ହରଭଙ୍ଗା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଅଧିକାରୀ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳର ପ୍ରମୁଖ ମନ୍ତ୍ରୀ,,ଯଥା :-ଶ୍ରୀ ପ୍ରଦୀପ କୁମାର ଅମାତ,,ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚାୟତରାଜ ବିଭାଗ,ସୂଚନା ଓ ଲୋକସମ୍ପର୍କ,,ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ..ମାନନିୟା ପ୍ରଭାସିନି ଦାସ,,ଅଧକ୍ଷା ଜିଲ୍ଲା ପରିଷଦ,ବୌଦ୍ଧ ମାନ୍ୟବର ଶ୍ରୀ ସତ୍ୟରଞ୍ଜନ ସାହୁ,,ଜିଲ୍ଲାପାଳ,,ବୌଦ୍ଧ , ଶ୍ରୀଯୁକ୍ତ ଏସ ସହାୟ ମୀନା,,ଆରକ୍ଷୀ ଅଧୀକ୍ଷକ ବୌଦ୍ଧ ,ଶ୍ରୀ ଅଶ୍ୱିନୀ ମେହେର,, ପ୍ରକଳ୍ପ ନିର୍ଦ୍ଦେଶକ DRDA ବୌଦ୍ଧ..ଶ୍ରୀମତି ବବିତାରାଣୀ ଦଳବେହେରା ,,ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ,,ଶ୍ରୀଯୁକ୍ତ ଘନଶ୍ୟାମ ମେହେର,,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,, ବୌଦ୍ଧ..ଶ୍ରୀଯୁକ୍ତ ଅଖିଳ କୁମାର ପ୍ରଧାନ,,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,,ବୌଦ୍ଧ ଶ୍ରୀଯୁକ୍ତ ଜଗତ୍ ମଲ୍ଲିକ,, ABEO CUM BRCC,,ହରଭଙ୍ଗା, ଶ୍ରୀଯୁକ୍ତ ସ୍ୱରାଜ କୁମାର କହଁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,,ହରଭଙ୍ଗା ,ଶ୍ରୀଯୁକ୍ତ ସୁଭେନ୍ଦ୍ର କୁମାର ମଲିକ,,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,,ହରଭଙ୍ଗା ,ଶ୍ରୀଯୁକ୍ତ ମହାନନ୍ଦ SECTION OFFICER,,ହରଭଙ୍ଗା ମହୋଦୟଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ତରଫରୁ ସୌଜନ୍ୟ ମୁଳକ ସାକ୍ଷାତ କରି ଫୁଲତୋଡ଼ା ଓ ନୂତନ ବର୍ଷ ଅଭିନନ୍ଦନ ପତ୍ର ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା।..ଏଥିରେ ମୁଖ୍ୟତଃ ରାଜ୍ୟ ସଂଘର ଉପସଭାପତି ଶମ୍ଭୁ ଗିରି,,ଜିଲ୍ଲା ସଂଘ ସମ୍ପାଦକ ମହେଶ ସେଠୀ , ଜିଲ୍ଲା ସଂଘ ଉପସଭାପତି ବସନ୍ତ ବିଶ୍ୱାଳ,,ଜିଲ୍ଲା ସଂଘ କୋଷାଧ୍ୟକ୍ଷ ସନ୍ତୋଷ କର୍ଣ୍ଣ.. ବୌଦ୍ଧବ୍ଲକ ସଭାପତି ରାଜକୁମାର ପ୍ରଧାନ,,ହରଭଙ୍ଗା ବ୍ଲକ ସଭାପତି ରଜତକୁମାର ନାୟକ,ହରଭଙ୍ଗା ବ୍ଲକ କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର ,,ହରଭଙ୍ଗା ବ୍ଲକ ସମ୍ପାଦକ ବାମଦେବ ଦାଶ,,କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା,,କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ୍ତକୁମାର ସାହୁ,,ପ୍ରବୀଣ ପ୍ରଧାନ,,ବୃନ୍ଦାବନ ଶତପଥୀ ପ୍ରମୁଖ ଯୋଗଦାନ କରି ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l

Related posts

Proud of Cuttack Sadar Rabindranath pati passed away.

Sunil Chandra Nayak

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ସାବିତ୍ରୀ ନାଏକ ନିଖୋଜ: ଖୋଜରେ ଅଛନ୍ତି ସମାଜିକ ସହଯୋଗ ବସନ୍ତପୁର ପଞ୍ଚାୟତ, କେନ୍ଦୁଝର ଜିଲ୍ଲା, ଝୁମ୍ପୁରା ବ୍ଲକ

Sunil Chandra Nayak

Leave a Comment

error: Content is protected !!