ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନରେନ୍ଦ୍ର ମୋଦୀ,ନବୀନ ବାବୁଙ୍କ ଆଦର୍ଶରେ ନୂତନବର୍ଷ ଭେଟଘାଟ

ଢେଙ୍କାନାଳ (ମ ସୀ ହା)୦୩/୦୧ ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ୨୦୨୩ ନୂତନବର୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ‘ସବକା ସାଥ ସବକା ବିକାଶ’ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଢେ ଚାରି କୋଟି ଓଡିଆଙ୍କ ଉକ୍ତିକୁ ପାଥେୟ କରି ଓଡିଶାରେ ଥିବା ପ୍ରମୁଖ ରାଜନୈତିକ ଦଳ ତଥା ଢେଙ୍କାନାଳର କିଛି ସାମାଜିକ ସଂଗଠନ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଫୁଲଗଛ କୁଣ୍ଡ ସହିତ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ନୂତନବର୍ଷର ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି ।ଏହିକ୍ରମରେ କଂଗ୍ରେସ, ବିଜେଡି,ବିଜେପି,ଆମ ଆଦମି ପାର୍ଟି, ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ,ମିଳିତ ବଜାର ପୂଜା କମିଟି,ରୋଟାରୀ କ୍ଲବ,ବଣିକ ସଂଘ,ଜନସଂଖ୍ୟା ଫାଉନ୍ଡେଶନ,ଅନ୍ଧ ମୁକ ବଧିର ସ୍କୁଲ,ଦୈନିକ ରେଳ ପାସେଞ୍ଜର ଆଦି ସଂଗଠନ ସହ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଏସ୍ ପି, ଏଡିସିନାଲ ଏସ ପି, ଡି ଏସ ପି,ନଗରପାଳ ତଥା ଉପନଗରପାଳ ଆଦି ଅନେକଙ୍କୁ ନୂତନବର୍ଷର ଅଭିନନ୍ଦନ ସହ ଭେଟଘାଟ କାର୍ଯ୍ୟକ୍ରମ ହୋଇଯାଇଅଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

Sunil Chandra Nayak

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

ବାର ହାତ ଖଡ୍ଗ ଶୋଭାଯାତ୍ରା ଓ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!