ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଧର୍ମଗଡ:୪/୧/୨୩: ଧର୍ମଗଡ ବ୍ଲକ ଗଡ଼ିଆଯୋର ପଞ୍ଚାୟତ ହାଇ ସ୍କୁଲ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ବିଦ୍ୟାଧର ନାଏକ ଅବସର ଗ୍ରହଣ କରିଛନ୍ତି । ଏହି ପରିପେକ୍ଷି ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇ ଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୀନ କେତନ ନାଏକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ବର୍ଧନା ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣୀ ନେଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାରାୟଣ ପାତ୍ର, ସିଆରସିସି ଲୋକେଶ୍ୱର ପାରୀ ଙ୍କ ସମେତ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ, କର୍ମଚାରୀ ମାନେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା କିରାଣି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

Sunil Chandra Nayak

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

Sunil Chandra Nayak

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!