ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଲାମୁଣ୍ଡା ବିଇଓଙ୍କୁ ନବବର୍ଷ ଶୁଭେଚ୍ଛା ଜ୍ଞାପନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ନୂତନ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।. ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ଗୋଲାମୁଣ୍ଡା ଶାଖା ତରଫରୁ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ ଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ, ଓପଢ଼ଉକନ ପ୍ରଦାନ କରି ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି.।  ଏହି ଅବସରରେ ଶିକ୍ଷକ ସଙ୍ଘ ସଭାପତି ଶିବରାମ ସୁନାନୀ, ଉପସଭାପତି ସ୍ୱରାଜ ବାଗ, ଚୌବନ ଗୋପାଳ, ସାଧାରଣ ସମ୍ପାଦକ ଗମ୍ଭୀର ନାଏକ, କାର୍ଯ୍ୟକାରୀ ସମ୍ପାଦକ ତୁଷାର ମହାନନ୍ଦ, ଜଏଣ୍ଟ ସେକ୍ରେଟାରୀ ରାଧାକାନ୍ତ ନାଗ, ତରୁଣ ସୁନାନୀ,ଆଇଟି ସେଲ ସଂଯୋଜକ ଧୁରନ୍ଦର ଛତ୍ରପାଳ, କୋଷାଧ୍ୟକ୍ଷ୍ ରବୀନ ଚନ୍ଦ୍ର ସାହୁ, ସମେତ ଏନଏମଓପିଏସ ସଙ୍ଘ ର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ ବର୍ଷ ର ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ମାନଙ୍କ ତିନି ଦଫା ଦାବୀ ବିଷୟରେ ଆଲୋଚନା କରିଥିଲେ.।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

ମା ର ମମତା ଆଗରେ ହାରମାନଛି ସରକାର

Leave a Comment

error: Content is protected !!