ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ  କ୍ରିକେଟ ଟୁର୍ନାମେଣ୍ଟ, ଡେଙ୍ଗପଦର ର ସେମିଫାଇନାଲ

ତେନ୍ତୁଳିଖୁଣ୍ଟି -୦୫/୦୧/୨୩ – ତେନ୍ତୁଳିଖୁଣ୍ଟି ବ୍ଳକର ଝରୀଗୁମା ପଂଚାୟତ ଡେଙ୍ଗପଦର ଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ର ଆଜି ସେମିଫାଇନାଲ ମ୍ୟାଚ  କଳାହାଣ୍ଡି ର  ଜୟପଟଣା ଓ ନବରଙ୍ଗପୁର ଜିଲ୍ଲାର କଣ୍ଟାମାଳ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚ ରେ କଣ୍ଟାମାଳ ଦଳ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ 12 ଓଭର ରେ 75 ରନ କରିଥିଲା ।ଏହି ରନ ର ପିଛା କରି ଜୟପାଟଣା ଦଳ ଶେଷ ଓଭର ରେ 4 ବଲ ପୂର୍ବରୁ ବିଜୟ ହାସଲ କରିଥିଲା।, ଏହି ମ୍ୟାଚ ରେ ମୂଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ  ଗୌରୀ ଶଙ୍କର ମାଝୀ, ଜିଲ୍ଲା ମିଡ଼ିଆ ସଂଯୋଜକ ଦେବଦାସ ମାହାଙ୍କୁଡ ,ଅଞ୍ଚଳଗୁମା ମଣ୍ଡଳ ସଭାପତି ନନ୍ଦନନ୍ଦନ ବିଶୋୟୀ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ପର୍ଶୁରାମ ବିଷୋୟୀ, ଗୋକୁଳ ବିଶୋୟୀ, ଅଭିମନ୍ୟୁ ହରିଜନ, ବିକାଶ ଚୌଧୁରୀ,ନୀଳକଣ୍ଠ ବିଷୋୟୀ, ଧବଳୁ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳ ର ମଜା ଉଠାଇବା ସହ ଖେଳାଳୀ ଙ୍କୁ ଉତ୍ସାହିତ କରିଣଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜାତୀୟ କ୍ରୀଡା ଦିବସ ପାଳନ 

Sunil Chandra Nayak

ମାଁ ହଣ୍ଡା ଖଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାବଣାଗୁଡା ଦଳ ଚମ୍ପିୟାନ

masiha

ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ବ

masiha

Leave a Comment

error: Content is protected !!