ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ବିଦ୍ୟଳୟରେ ଅବସର ଯବାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅବସର ଆସାମ ରାଇଫଲ ଯବାନ କୁଶ ମାଝି ଙ୍କୁ ବିଦ୍ୟଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ଅବସରରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅବସର ଯବାନ ଙ୍କ ମଙ୍ଗଳ ମୟ କାମନା କରିଥିଲେ ।ଏଥିରେ ସ୍କୁଲ ଶିକ୍ଷା କମିଟିର ସଭାପତି ଦୁଷ୍ମନ୍ତ ଠେଲା ,ସତ୍ୟ ନାରାୟଣ ଗୁରୁ , ଶିକ୍ଷକ କନ୍ଦର୍ପ ନ।ଏକ ,ସୁବାଷ ଚନ୍ଦ୍ର ନ।ଏକ ,ସନ୍ତୋଷ ପଣ୍ଡା ,ଲବ କାନ୍ତ ନ।ଏକ ,ରାଜକିଶୋର ସାହୁ ,ହିମାଂଶୁ ପାତ୍ର ,ଚାରୂଲତ। ନ।ଏକ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏଥିରେ ବିଦ୍ୟଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଅବସର ଯବାନ ଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୌମ୍ୟରଂଜନ ରାଉତ ମଞ୍ଚ ପରିଚାଳନା କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଇରଙ୍ଗପୁର ରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ଧୁମଧାମରେ ପାଳିତ

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟ୍ୟାକ୍ସଫୋର୍ସ କମିଟି ବୈଠକ

ମିଡ଼ିଆ କ୍ଲବ ପକ୍ଷରୁ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!