ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୁତି ସଭା ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ )୧୧/୦୧_କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସୁ ସାହିତ୍ୟିକ ପଣ୍ଡିତ ମନରଞ୍ଜନ ନନ୍ଦଙ୍କ ବିୟୋଗରେ ଏକ ସ୍ମୁତି ସଭା ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା, ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଶୁଭମୟ ନନ୍ଦଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସ୍ମୁତି ସଭାରେ ସଦସ୍ୟ ମାନେ ଉପସ୍ଥିତ ରହି ସ୍ୱଗର୍ତ ନନ୍ଦଙ୍କ କର୍ମମୟ ଜୀବନ ଉପରେ ସ୍ମୁତି ଚାରଣ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା l ଏଥିରେ ସଂଘର ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର, ଲକ୍ଷ୍ମୀଧର ନାୟକ, ପ୍ରହ୍ଲାଦ ମୁଦୁଲି, ପ୍ରଦୀପ ବିଶ୍ୱାଳ, ସୁମିତ୍ରା ମିଶ୍ର, ପଦ୍ମନାଭ ଦାସ, ସୌମ୍ୟରଞ୍ଜନ ନାୟକ, ସୁମନ୍ତ କୁମାର ସାହୁ, ଦୈତାରୀ ନାୟକ, ପ୍ରକାଶ କୁମାର ପରିଡା, ରିପୁ ରଞ୍ଜନ ବିଶ୍ୱାଳ, ଦିଲ୍ଲୀପ କୁମାର ନାୟକ, ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

masiha

ମରଣ ଜନ୍ତା ପାଲଟିଛି ଖୁଟୁବାଇ – ମାଲେକୋଟ ରାସ୍ତା, ହେଉନି ମରାମତି :ଜନ ସାଧାରଣ ରେ ଅସନ୍ତୋଷ

Leave a Comment

error: Content is protected !!