ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

କୁଜଙ୍ଗ :- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନସ୍ଥ ବଣିତ ଗ୍ରାମ ପଶ୍ଚିମେଶ୍ୱର ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପାରାଦ୍ୱୀପର ବିଧାୟକ ଡକ୍ଟର ସମ୍ବିତ ରାଉତରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଯୋଗଦେଇ ଥିଲେ ! ସମ୍ମାନିତ ଅତିଥିଭାବେ ଥିଲେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣପ୍ରଭା ଗୋଛାୟତ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ଦାସ, ଓଡିଶା ମସ୍ଚ୍ୟ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ବିଦ୍ୟାଳୟ ପରିଚାଳନା ସଭ୍ୟ ପବିତ୍ର କୁମାର ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସଭା ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ! ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

masiha

ଯୋଗୀତି ଶକ୍ତି ପୀଠରେ ସାରସ୍ୱତ ସମାରୋହ: ଉନ୍ମୋଚିତ ହେଲା କବି ଚିତ୍ରସେନ ମହାରଣାଙ୍କ କବିତା ସଂକଳନ ‘ଚିତ୍ରସେନର ଚିନ୍ତାମଣି’

Sunil Chandra Nayak

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

Leave a Comment

error: Content is protected !!