ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଗୋଦାରୀବିଲି ଠାରେ ଶିଶୁ ଚିକିତ୍ସାଳୟ ନିର୍ମାଣ ପାଇଁ ପରିଦର୍ଶନ କଲେ ସ୍ବେଜାରଲାଣ୍ଡ ର ଶିଶୁ ବିଶେଷଜ୍ଞ

କାମାକ୍ଷାନଗର (ମସିହା )12/1/23// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଣ୍ଡୁଆ ଅଂଚଳ ର ଗୋଦାରୀବିଲି ଗ୍ରାମରେ ଶିଶୁ ଚିକିତ୍ସାଳୟ ନିର୍ମାଣ କରିବା ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସେଠି ଙ୍କୁ ଭେଟି ସ୍ଵିଜରଲାଣ୍ଡ ର ଦୁଇ ଶିଶୁ ବିଶେଷଜ୍ଞ ଡାକ୍ତର ଜନ ରାଡ ମୁଲର, ଏବଂ ଡାକ୍ତର ବେଟ୍ରିକ ମୁଲର ଗୋଦାରୀବିଲି ଠାରେ ଏକ ଶିଶୁ ଚିକିତ୍ସାଳୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ପ୍ରଦାନ କରାଯାଇଛି l ସେଠାରେ ହାତ ଗୋଡ଼ ବଙ୍କା ଥିବା ଶିଶୁ ଙ୍କ ବିନା ଅସ୍ତ୍ରୋପଚାର ରେ ଚିକିତ୍ସା କରାଯିବା ଓ ଭିଡ଼ିଓ କନଫୋରେନସ ମାଧ୍ୟମ ରେ ଶିଶୁ ରୋଗୀଙ୍କୁ ଚିକିତ୍ସା ଦିଆଯିବ ବୋଲି ଆସିଥିବା ଡାକ୍ତର ଦୁଇ ଜଣ କହିଥିଲେ l ଏହି ଅବସରରେ ବିଶେଷଜ୍ଞ ମାନେ କାମାକ୍ଷାନଗର ଉପଖଣ୍ଡ ର ଦ ମେଡିକ୍ସ ପକ୍ଷରୁ ସତର ମାସ ତଳେ ଆରମ୍ଭ ହୋଇଥିବା ହେଲଥ ଚାଇଲଡ଼ କେୟାର ଓ ହାଇଡ଼ କ୍ଲିନିକ ପରିଦର୍ଶନ କରିଥିଲେ ଅଂଚଳ ର କୋଡିଏ ଗରିବ ଶ୍ରେଣୀ ର ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ତାଙ୍କ ସହିତ ଉପଖଣ୍ଡ ର ଚିକିତ୍ସା ଅଧିକାରୀ ସୁବାଷ ମଣ୍ଡଳ କ୍ଲିନିକ ର ମେଡିକାଲ ଅଫିସର ଦିଲୀପ ସାମଲ ଦୁଇ ବିଶେଷଜ୍ଞ ରୋଗୀ ଙ୍କ ମଧ୍ୟରେ ରୋଗୀ ଙ୍କ ମଧ୍ୟରେ ସମନୟ ରକ୍ଷା କରିବା ସମ୍ପର୍କ ରେ ଆଲୋଚନା କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚିନ୍ମୟ ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

masiha

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

Sunil Chandra Nayak

Leave a Comment

error: Content is protected !!