ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଣ୍ଡେଲ ରେ ଯାଦବ ଜାତି ଭିତ୍ତିକ ଜନଗଣନା ଆରମ୍ଭ

କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତ ଠାରେ ଯାଦବ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟ କ୍ରମ କୁ କଲାହାଣ୍ଡି ଜିଲ୍ଲା ସଭାପତି ନୃପରାଜ ଯାଦବ ଯୋଗ ଦେଇ ଉଦଘାଟନ କରିଥିଲେ। ଉପସ୍ଥିତ ସଭାରେ ଜିଲ୍ଲା ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର,କେସିଙ୍ଗା ବ୍ଲକ ସଭାପତି ପାନଲାଲ ବେମାଲ, କାଣ୍ଡେଲ ଆଞ୍ଚଳିକ ସଭାପତି ଗଦନ ରାଉତ, ଉତ୍କେଲା ଆଞ୍ଚଳିକ ସଭାପତି ଅର୍ଜୁନ ପୋଢ଼, କାଉନସିଲର ପ୍ରକାଶ ବନଛୋର , ବ୍ଲକ ଯୁବ ଯାଦବ ସଭାପତି ତ୍ରିଲକ୍ଷ ନାୟକ, ସମ୍ପାଦକ ତ୍ରିପୁରା ନାୟକ, କଲକିରାମ ବାଗ , ରମାକାନ୍ତ ଗୌଡ,, ମିଥୁନ ବଗର୍ତ୍ତୀ, ଉଦେ ସିଂ ନାୟକ, ଦାମ ଗୌଡ ଏବଂ ବହୁ ଯାଦବ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ସଭାରେ ନୁଆଁ ମନୋନିତ ହୋଇଥିବା ଉତ୍କେଲା ଆଞ୍ଚଳିକ ସଭାପତି ଅର୍ଜ୍ଜୁନ ପୋଢ ଙ୍କୁ କାଣ୍ଡେଲ ଯାଦବ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

masiha

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ମହାଶିବରାତ୍ରୀ ରେ କୁତୁର୍ଲା ଷୋହଳ ପ୍ରହରି ନାମ ଯଂଜ୍ଞ ରେ ଶ୍ରଦ୍ଧାଳୁଙ୍କ ଭିଡ 

masiha

Leave a Comment

error: Content is protected !!