ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସାଂସଦ ତରଫରୁ ମକର ମିଳନରେ ଉନ୍ମୋଚନ ହୋଇଥିବା ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାମହିମ ରାଷ୍ଟ୍ରପତିଙ୍କ ପୁସ୍ତକ , ଓଡିଶା ମାଟିର ଯଶସ୍ୱିନୀ ନାରୀ ,କରୁଣା କର ମଲିକଙ୍କ ଅହ୍ୟରଣୀ ,ଅଛିଣ୍ଡା ଗଣିତ ଅବୁଝା ଋଣ, କ୍ୟାଲେଣ୍ଡର, ସ୍ଵନକ୍ଷେତ୍ର ବିଶେଷାଙ୍କ ପ୍ରଭୁତି। ଏହି ଅବସରେ  ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାଂସଦ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ତରାଇ, ଅନୁଷ୍ଠାନର ପୁଷ୍ଠପୋଷକ ଓ ଉପଦେଷ୍ଟା ପର୍ଶୁରାମ ବେହେରା, ଇଂ ଅର୍ଚ୍ଚନା ଦାସ, ଇଂ ଶ୍ରୀନିବାସ ଦାସ, ରଶ୍ମିମୟୀ ପଟ୍ଟନାୟକ ଉପସ୍ଥିତ ରହିବା ସହିତ ବାଣପୁର ଐତିହ୍ୟ ସଂସ୍କୃତି ସୁରକ୍ଷା , ଚିଲିକା ପର୍ଯ୍ୟଟନ ର ବିକାଶ  ସମେତ  ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଖୁବ୍ ଶୀଘ୍ର ଏହାକୁ ନେଇ ଏକ ମହୋତ୍ସବ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା ସର୍ବ ସମ୍ମତି କ୍ରମେ । ତତ ସହିତ ପୃ୍ଥିରାଜ ହରିଚନ୍ଦନ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏବଂ ତାଙ୍କ ସୁପୁତ୍ର ମଧ୍ୟ ଏହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରତିଷ୍ଠାତା ବଳରାମ ତରାଇ ପୁସ୍ତକ ସହିତ ଉତରୀୟ ,ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଡାକ୍ତରଖାନା ଶିଶୁଓ୍ବାର୍ଡରେ ମାରବାଡି ଯୁବମଞ୍ଚ ପକ୍ଷରୁ ଫଳ,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort