ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଗରିଆବନ୍ଦ କୁ ହରେଇ

ବଜରଙ୍ଗୀ-11 ଦଳ ବିଜୟୀ 

ଚନ୍ଦାହାଣ୍ଡି-19/1(ମ ନି ସ ) ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ପଂଚାୟତ ର ପଲ୍ଲିଶ୍ରୀ ଯୁବକ ସଙ୍ଘ ଦଣ୍ଡାମୁଣ୍ଡା ଆନୁକୂଲ୍ୟରେ ଗଦାଧର ଷ୍ଟାଡିୟମ ଠାରେ ଆୟୋଜିତ 23 ତମ ସ୍ଵ.ଯାଦବ ମାଝୀ ସ୍ମାରକୀ ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ପ୍ରଥମେ ଅତିଥି ମାନେ ଦଣ୍ଡାମୁଣ୍ଡା ଶ୍ରୀଜଗନ୍ନାଥ ମନ୍ଦିରରେ ବଡ ଠାକୁରଙ୍କ ପୂଜାର୍ଚନା ପରେ ବାଜା ବାଜଣା ସହ ଏକ ଶୋଭାଯାତ୍ରାରେ ଖେଳ ପଡିଆ ପହଞ୍ଚି ପତାକା ଉତ୍ତୋଳନ  ସହ ସ୍ଵ. ଯାଦବ ମାଝୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ନୂତନ ନିର୍ମିତ ଗେଲେରୀ ଉଦଘାଟନ କରାଯାଇଥିଲା l ଆଜିର ଏହି ଉଦଘାଟନୀ ମ୍ୟାଚଟି ଛତିଶଗଡ ଗାରିଆବନ୍ଧ ସହ ଉମରକୋଟ ବଜରଙ୍ଗୀ 11 ଦଳ ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଗାରିଆବନ୍ଧ ଦଳ ଟସ ଜିତି ଫିଲ୍ଡିଂ କରିଥିଲେ ଓ ନିର୍ଧାରିତ 20 ଅଭର ଖେଳି 9 ବିକେଟ ହରେଇ ଉମରକୋଟ ବଜରଙ୍ଗୀ ଦଳ 287 ରନ କରିଥିବା ବେଳେ ଏହି ଲକ୍ଷ କୁ ପିଛା କରି ଗାରିଆବନ୍ଧ ଦଳ ମାତ୍ର 121 ରନ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ ହୋଇଯାଇ ଥିଲେ,166 ରନ ରେ ଉମରକୋଟ ଦଳ ବିଜୟୀ ହୋଇଛି | ଏହl 20-20 ଓଭର ବିଶିଷ୍ଟ ପ୍ରତିଯୋଗିତାରେ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ଓଡିଶାର ୧୬ଟି ଦଳ ଭାଗ ନେବାକୁ ଥିବା ସୂଚନା ରହିଛି | ଏହି ଉଦଘାଟନୀ ମ୍ୟାଚରେ ପଲ୍ଲିଶ୍ରୀ ଯୁବକ ସଙ୍ଘ ସଭାପତି ତଥା ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଏଲଆଇସି ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ,ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ର ଅଧକ୍ଷ ଉପେନ୍ଦ୍ର ଗଣ୍ଡ,ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟାକ୍ଷ ବାସୁଦେବ ଗୌଡ଼,ଜୋନ 1 ଜିଲ୍ଲାପରିଷଦ ବର୍ଷାରାଣୀ ପଟେଲ,ଜୋନ-2 ଜିଲ୍ଲା ପରିଷଦ କେତକୀମଲ୍ଲୀ ଗୌଡ଼,ସ୍ଥାନୀୟ ସରପଞ୍ଚ ଦୁଲବ ପୂଜାରୀ ,ବ୍ଲକ ବିଜେଡି ସଭାପତି ଗୌରହରି ନାୟକ, ବଳରାମ ପଟନାୟକ ,ତ୍ରିନାଥ ଦାଶ,ଉମରକୋଟ ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା ଯୋଗଦେଇଥିଲେ | ବିଜୟୀ ଦଳର ରାଜୁ ନାଇଡ଼ୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଅତିଥିମାନେ ପ୍ରଦାନ କରିଥିଲେ | ଆଜିର ଏହି ମ୍ୟାଚରେ ପ୍ରମୋଦ ସାହୁ ଓ ପ୍ରକାଶ ମାଝୀ ଅମ୍ପୟାର ଭାବେ ଦାୟିତ୍ୱ ତୁଲେଇ ଥିବା ବେଳେ ଅନଲାଇନ ସ୍କୋରର ଭାବେ ରତ୍ନାକର, ଧବଳେଶ୍ୱର ଓ ଅପ ଲାଇନ ସ୍କୋରର ଦିଲ୍ଲୀପ ଦାୟିତ୍ୱ ନେଇଥିଲେ, ସଂଗ୍ରାମ କେଶରୀ ସାହୁ ଓ ସୌରୀ ରଞ୍ଜନ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ | ପଲ୍ଲିଶ୍ରୀ ଯୁବକ ସଙ୍ଘ ର ସଦସ୍ୟ ସିମାଞ୍ଚଳ,ଶିଶିର, ମଞ୍ଜିତ, ଜୟସିଂ, ମାୟାଧର, ନରେନ୍ଦ୍ର, ନଳିନୀ ସମେତ ସମସ୍ତ କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିବା ବେଳେ ଛତିଶଗଡ, ନୂଆପଡା ଓ ଚନ୍ଦାହାଣ୍ଡି ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ସନୀନ୍ଦ୍ର ସୋରି,ପୁରୁଷୋତ୍ତମ ପାରି, ମଧୁସୁଦନ ନାଗେଶ,ଡମ୍ବରୁ ପାତ୍ର,କମଳୁ ମନହିରା,ଅଜିତ ପୋଟା,କ୍ଷୀର ଦେଇ ଚଣ୍ଡୀ, ମଞ୍ଜୁଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ଥରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଲିଗ ମ୍ୟାଚ ଅନୁଷ୍ଠିତ

masiha

ରାୟଗଡାରେ ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପେନ ବେଡ଼ମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort