ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ର ସଫଳତା ବିପୁଳ ପରିମାଣ ର ପୋଚ ସହ ଦେଶୀ ମଦ ଜବଦ

  ଢେ଼ଙ୍କାନାଳ (ମ ନି ସ) ୨୨/୧୦_ ପରଜଙ୍ଗ ବ୍ଲକ ରେ ଅବକାରୀ ବିଭାଗ ର ଚଢ଼ାଉ l ବିପୁଳ ପରିମାଣ ରେ ପୋଚ ସହ ଦେଶୀ ମଦ ଜବତ l କାମାକ୍ଷାନଗର ଓ ପରଜଙ୍ଗ ବ୍ଲକ ର ଅବକାରୀ ବିଭାଗ ମିଳିତ ଚଢ଼ାଉ ରେ ପରଜଙ୍ଗ ବ୍ଲକ ଆମ୍ବପଳାସ ଚଷା ସାହି ନିକଟରୁ ୭୮୦୦ କେଜି ପୋଚ ଓ ୬୦୦ଲିଟର ଦେଶୀ ମଦ ଜବଦ କରିଛି l ଚାରିଜଣ ମଦ ଵେବସାୟୀ ଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ହରିଡ଼ା ପଶି ଗ୍ରାମର ରୁପା ଚମ୍ପିୟା ବଡମୁକ୍ତାପସୀ ଗ୍ରାମର ବିଜୟ ପାତ୍ର, କୋରଡ଼ାପଲ ଗ୍ରାମର ରାଧା ଗୟା, କହ୍ନେଇ ପାଳ ଗ୍ରାମର ରିତା ପାତ୍ର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି, ସେହିଭଳି ତିନୋଟି ବେନାମୀ ମାମଲା ରୁଜୁ କରାଯାଇଛି, ସେମାନେ ହେଲେ ହରିଡ଼ା ପଶି ଗ୍ରାମର ବିଜୟ ପାତ୍ର କୋରଡ଼ା ପାଳ ଗ୍ରାମର ରାଧା ଗୟା କହ୍ନେଇ ପାଳ ଗ୍ରାମର ରୀତାପlତ୍ର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି,ସେହିଭଳି ତିନୋଟି ବେନାମୀ ମାମଲା ରୁଜୁ କରାଯାଇଛି। 6500ଲିଟର ପୋଚ ନଷ୍ଟ କରିବା ସହିତ ତିନିଶ ଲିଟର ଦେସୀମଦ ଜବତ କରାଯାଇଛି, ମଦଵେବସାୟୀ ମାନେ କୋଣଶୀ ସୂତ୍ର ରୁ ଖବର ପାଇ ଫେରାର ହୋଇଯାଇଥିଲେ । ସୂଚନା ଅନୁସାରେ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ବିଭାଗ ର ଅଧିକାରୀ ସଂଜୀବ ଶର୍ମା ଏ ଏସ ଆଇ ଜ୍ୟୋତିର୍ମୟ ଦାସ, ବିଶ୍ଵରଞ୍ଜନ ନାଥ ଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ସହିତ ପରଜଙ୍ଗ ଅଭିମୁଖେ ଯାଇଥିଲେ l ସେଠାରେ ପରଜଙ୍ଗ ଅବକାରୀ ବିଭାଗ ର ସହଯୋଗ କ୍ରମେ ବିପୁଳ ପରିମାଣ ର ପୋଚ ଓ ଦେଶୀ ମଦ ଜବଦ କରିଥିଲେ ଓ ତାକୁ ନଷ୍ଟ ମଧ୍ୟ କରିଥିଲେ l ଅବକାରୀ ବିଭାଗ ର ଏହି ସଫଳତାକୁ ପରଜଙ୍ଗବାସୀ ପ୍ରଶଂସା କରିବା ସହିତ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି l

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଓ କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

 

 

 

Related posts

ମିସିଙ୍ଗ ରିପୋର୍ଟରୁ ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

ଦୁବୁଲାବେଡାରେ ଠିଆ ହୋଇଥିବା ଦଶ ଚକିଆ ହାଇୱ। ଗାଡ଼ିରୁ ବ୍ୟାଟେରୀ ଚୋରି ନେଇ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!