ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏଟିଏମ ମେସିନ କାଟି ପଇସା ଲୁଟି ନେଲେ ଦୁର୍ବୁତ୍ତ 

ନବରଙ୍ଗପୁର(ମସିହା) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ଢୋଡ୍ରା ଗ୍ରାମ ର ମୁଖ୍ୟ ରାସ୍ତା ରେ ଥିବା SBI atm କୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ଲେଜର ମେସିନ ରେ କାଟି ସମ୍ପୂର୍ଣ atm ଭିତରେ ଥିବା ପଇସା ଲୁଟି ନେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ୪୦ ଲକ୍ଷଟଙ୍କା atm ମେସିନ ରେ ଭର୍ତି କରାଯାଇଥିଲା । ଏହାକୁ କେହି ଦୁର୍ବୁତ୍ତ ମାନେ ନଜର ରଖି ଥାଇ ପାରନ୍ତି, ପରେ ରାତି ରେ ଏହି atm ମେସିନ କୁ କାଟି ସମସ୍ତ ଟଙ୍କା କୁ ଲୁଟି ନେଇଗଲେ । ଆଜି ସକାଳୁ କେତେକ ଗ୍ରାମବାସୀ ମାନେ ଉମରକୋଟ ପୋଲିସ କୁ ସୂଚନା ଦେଇଥିଲେ। ଏହାର ଖବର ପାଇଁ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଗୁଡିକ ଯାଞ୍ଚ୍ କରି ତଦନ୍ତ ଜାରି ରଖିଛନ୍ତି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

masiha

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

Leave a Comment

error: Content is protected !!