ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ହସ୍ତାକ୍ଷର ଦିବସ ଅବସରରେ

୧୯୭୭ ମସିହା ଜାନୁଆରୀ ମାସ ୨୩ ତାରିଖ ରେ ରାଇଟ୍ ଇନସ୍ତ୍ରୁମେଣ୍ଟ ମାନୁଫେକଚର ଆସୋସିଏସନ୍ ଦ୍ଵାରା ପ୍ରଥମ ଥର ପାଇଁ ଏହାକୁ ଆରଂଭ କରାଯାଇଛି l ସଂଯୁକ୍ତ ରାଷ୍ଟ୍ର ରେ ସ୍ବାକ୍ଷର ବହନ କରିଥିବା ଜନ ହାନ କାକ୍ ଙ୍କ ଜନ୍ମଦିନ ଅବସର ରେ ଏହା ପାଳନ କରାଯାଉଛି l ଏବର ଯୁଗ କମ୍ପ୍ୟୁଟରର ଯୁଗ l

ବିନା କମ୍ପୁଟର ରେ ସବୁ ଯେମିତି ଅସମ୍ଭବ ମନେ ହେଉଚି l ପ୍ରାୟ ସରକାରୀ ବେସରକାରୀ ସ୍ତର ରେ ଇ_ ହସ୍ତଖତ ବି ବ୍ୟବହୃତ ହେଲାଣି , କିନ୍ତୁ କଲମ ର ଆଦର ଏଯାଏଁ କମି ନାହିଁ, ପୁର୍ବ ପରି ଲୋକପ୍ରିୟ ହୋଇଛିl ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶ ଗୁଡିକ ରେ ବିଦ୍ୟାଳଗୁଡିକରେ ପ୍ରାୟତଃ ଲାପ୍ ଟପ ଯୋଗେ ପଢ଼ାଯାଉଛି l ହାତ ଲେଖା, ପେନ୍ସିଲ ଲେଖା ରେ ଛାତ୍ର ଛାତ୍ରୀ ମାନେ ଶ୍ରେଣୀରେ ହସ୍ତାକ୍ଷର ଲେଖି ଅଭ୍ୟାସ କରି ଅକ୍ଷର କୁ ଗୋଲ୍,ସୁନ୍ଦର୍, ଶୁଦ୍ଧ ଉଚ୍ଚାରଣ କରି ସମସ୍ତ ଙ୍କ ର ପ୍ରିୟ ପାତ୍ର ହୁଅନ୍ତି l ଏହି ହସ୍ତାକ୍ଷର ସବ ଦିନ ପାଇଁ ଜନ ମାନସ ଓ କବି, ଲେଖକ, ସାମ୍ୱାଦିକ, ବୁଦ୍ଧିଜୀବୀ ମହଲରେ ଆନନ୍ଦ ପରିଲକ୍ଷିତ କରିବା ସଂଗେ ସଂଗେ ବ୍ୟକ୍ତି ର ଅସ୍ଥିତ୍ଵ କୁ ସମାଜ ରେ ଉପସ୍ଥାପନ କରିଥାଏ l

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ସ୍ଵତନ୍ତ୍ର ଉପସ୍ଥାପନା

Related posts

ଵ୍ଯକ୍ତିଗତ ଜାଗାରେ ଜୋର ଜବରଦସ୍ତ ରାସ୍ତା କାମ, ଵିରୋଧ କଲେ ମିଳୁଛି ଧମକ

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

masiha

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ     ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ 

masiha

Leave a Comment

error: Content is protected !!