ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟସର ଅପରାହ୍ନରେ ଛାଡି ନାହାନ୍ତି ବାଡି ଚାଳନା

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଏକ ବ୍ୟକ୍ତି ବୟସର ଅପରାହ୍ନରେ ପଦାର୍ପଣ ହୋଇ ଥିଲେହେଁ ଛୁଆ ବେଳର ବାଡି ଚାଳନାର ଅଭ୍ୟାସ ଏବେବି ବଞ୍ଚାଇ ରଖିଛନ୍ତି ୫୯ ବର୍ଷର ବୃଦ୍ଧ ହାଟପଦାର ଭବାନୀ ପାଣିଗ୍ରାହୀ।ଏଇ ଦୁଇ ଵର୍ଷ କୋଭିଡ୍ ଯୋଗୁ ସେ ତାଙ୍କ ଅଭ୍ୟାସରୁ ବିରତ ହୋଇ ଥିଲେ ମଧ୍ୟ ଏବେ ବି ବଞ୍ଚାଇ ରଖିଛନ୍ତି ତାଙ୍କର ପିଲା ଦିନର ଏଇ ଅଭ୍ୟାସ।ସେ ବାଡି ଚାଳନାରେ ଏ ଅଞ୍ଚଳ ପାଇଁ ଏକ ଯୁବପିଡି ମାନଙ୍କ ଉଦାହରଣ ପାଲଟିଛନ୍ତି। ଯଦି ଛାତ୍ବ/ଛାତ୍ରୀମାନେ ବାଡି ଚାଳନା ଶିକ୍ଷା ଲାଭ କରି ପାରନ୍ତେ,ତେବେ ଆଗତ ଭଵିଷ୍ୟତରେ ଛାତ୍ବ/ଛାତ୍ରୀମାନେ ନିଜେ ନିଜକୁ ସୁରକ୍ଷିତ ରଖିପାରନ୍ତେ ଵୋଲି ଜନ ସାଧାରଣରେ ମତ ପ୍ରକାଶ ପାଇଛି ।ଯଦି ସରକାରୀ ସହାୟତା ଏଇ ବୃଦ୍ଧଙ୍କୁ ଏପରି କାମ ପାଇଁ ଯୋଗାଇ ଦିଆଯାଆନ୍ତା,ତେଵେ ତାଙ୍କ ପରି ଯୋଗ୍ୟ ଗୁରୁ ଵାହାର କରି ଏପରି କଳାକୁ ଵଞ୍ଚାଇ ରଖି ପାରନ୍ତେ ଵୋଲି ଜନରଵ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

masiha

ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ରାଲି

Sunil Chandra Nayak

ଜୁନାଗଡ଼ ହାଇସ୍କୁଲ ୧୯୭୧ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ 

masiha

Leave a Comment

error: Content is protected !!