ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁପଟି ନିକଟରେ ଦୁର୍ଘଟଣା

ଢେ଼ଙ୍କାନାଳ (ମ ସୀ ହା) ୨୩)୦୧_ଆଜି ଭୋର୍ ୪ଟା ବେଳେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବସ୍, ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାରୁ ଏକ ବସରେ ଗତ ୧୩ ତାରିଖ ଦିନ ବଲାଙ୍ଗୀର ଓ ସମ୍ବଲପୁର ବୁଲିବା ପାଇଁ ୪୫ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ । ସେମାନେ ଘରକୁ ଫେରୁଥିବା ସମୟରେ ନୀଳମାଧବ ନାମକ ବସଟି ଭାରସାମ୍ୟ ହରାଇ ପଞ୍ଚୁପଟି କେନାଲକୁ ଖସିପଡିଥିଲା । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ୨ ମହିଳାଙ୍କ ମୃତ୍ୟୁ ଘଟିଛି, ମୃତକ ୨ଜଣ ହେଲେ ରେଣୁବାଳା ଜେନା ଓ ବିଜୟ ଲକ୍ଷ୍ମୀ ସ୍ଵାଇଁ ।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

masiha

କାର୍ତିକ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୦୧ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

Leave a Comment

error: Content is protected !!