ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ରାଉରକେଲା/ସେକ୍ଟର ୭ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ସିୟର କାର୍ଯ୍ୟାଳୟ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଦାସ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଉଭୟ ମନିଷୀଙ୍କ ସ୍ବାଧୀନତା ସଂଗ୍ରାମରେ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଆସୋସିଏସନ୍‌ର ସଂପାଦକ ଭୁବନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁ ବାନାର୍ଜୀ,ଅମୂଲ୍ୟ ସେଠୀ,ହରି ବାହାଦୂର, ସୀମାଞ୍ଚଳ ସ୍ବାଇଁ, ସୈନ୍ୟାସୀ ଦାସ, ଲିଜାରାଣୀ ମହାରଣା, ନୀରୁ ବାରିକ,ଲିପି ଘୋଷ,ସୁଲତା ଛତ୍ରିଆ,ପ୍ରିୟଙ୍କା ସାହୁ,ତନୁଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ବୈଠକ ଅନୁଷ୍ଠିତ

masiha

ଗ୍ରାମ ପଞ୍ଚାୟତ ର ଅଜବ ନୀତି, ମୂଳ ବାସିନ୍ଦା ଙ୍କୁ ମିଳୁନି ଷ୍ଟଲ ଅନ୍ୟ କୁ ମିଳୁଛି

masiha

କେଲିଆ ଶୈବପୀଠ ରେ ହିନ୍ଦୁ ମହାସଂଘର ଧର୍ମସଭା 

masiha

Leave a Comment

error: Content is protected !!