ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

ଜୁନାଗଡ଼,୨୩/୧(ନି.ପ୍ର) ଜୁନାଗଡ଼ ସହରସ୍ଥିତ ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଥିଲା । ସ୍କୁଲ ଅଧ୍ୟକ୍ଷ କେ. ଆନ୍ଥନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ।ମୁଖ୍ୟ ଅତିଥି ଭାବେ ସ୍କୁଲର ନିର୍ଦେଶକ ମାଇକେଲ ଜନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସହ ଅଧ୍ୟକ୍ଷ ସୁଧାଂଶୁ ଶେଖର ପାତ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁତି ଭୂଷଣ ଦଣ୍ଡସେନା, ଲକ୍ଷ୍ମୀ ନାରାୟଣ ସାହୁ, କ୍ଷମାସଗାର ବଗର୍ତ୍ତି, ନିମି ରାଫେଲ, ମନୋରମା ଦୁରିଆ, ଜଗମୋହନ ମେହେର, ସରୋଜ କୁମାର ଦୁରିଆ ପ୍ରମୁଖ ଉପସ୍ଥିତ ରହି ଦୁଇ ଜନନାୟକଙ୍କ ସୃତି ଚାରଣ ସହ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ମର୍ମନ୍ତୁଦ ବାଇକ ଦୁର୍ଘଟଣା ରେ ୨ମୃତ,୨ଗୁରୁତର

masiha

ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡ଼ମଡ଼ ପଣ୍ଡ ଭୁଶୁଡ଼ି କ୍ଷତି ହୋଇ ଥିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟଗ୍ରହ ତତଫରୁ ଉଦ୍ୟୋଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ

masiha

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!