ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ , ସିଆରପିଏଫ ର ଚଢ଼ାଉ ବେଳେ ମାଓବାଦୀ ଙ୍କ ଛତ୍ର ଭଙ୍ଗ

 ଭବାନୀପାଟଣା // କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସ୍ପି ଅଭିଳାଷ ଜୀ ଙ୍କ ନିର୍ଦେଶ କ୍ରମେ ଡିଭିଏଫ ଓ ସିଆରପିଏଫ ର ମିଲିତ ଚଢ଼ାଉ ବେଳେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ଥିବାବେଳେ ପୁଲିସ ପକ୍ଷରୁ ମାଓ କ୍ୟାମ୍ପରୁ ଦେଶୀ ବନ୍ଧୁକ, ଡିଟୋନେଟର, ବ୍ୟାଟେରୀ, ମାଓ ପୋଷାକ, ଔଷଧ, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ଉପକରଣ ଜବତ କରିଥିବା ଜଣା ପଡ଼ିଛି । ସିପିଆଇ ମାଓବାଦୀ ଘୁମୁଷୁର ନାଗବଳୀ ଡିଭିଜନର ପ୍ରାୟ ୧୦ ରୁ ୧୫ ମାଓବାଦୀ କ୍ୟାମ୍ପ କରି କୌଣସି ଏକ ଅଘଟଣ ଘଟାଇବାକୁ ଯୋଜନା କରୁଥିବାବେଳେ ପୁଲିସ ମାଓବାଦୀ ଙ୍କ ଏଭଳି କାଣ୍ଡ କୁ ପଣ୍ଡ କରିଛି ।

ମସିହା ନିଉଜ ସର୍ଭିସ୍

Related posts

ସରକାରୀ ଜାଗା ଜବରଦଖଲ କୁ ପ୍ରତିବାଦ କରିବାରୁ କଳାହାଣ୍ଡି ଆଟିଗାଁ ଆର ଆଇ ଅଫିସର ପିଅନ କୁ ହତ୍ଯା ମାମଲା

Sunil Chandra Nayak

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!