ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡା ଛକରେ ଘଟୁଛି ଦୁର୍ଘଟଣା ହମ୍ପସ ଦାବି କଲେ ଲୋକେ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲମପୁର ଜୁନାଗଡ଼ ମୁଖ ରାସ୍ତାର ମୁଣ୍ଡରା ଗୁଡା ଛକର ବୁଲାଣି ରାସ୍ତାରେ ପ୍ରତିଦିନ ଘଟୁଛି ଦୁର୍ଘଟଣା । ଯାହା ଫଳରେ ଅନେକ ଲୋକେ ଦୁର୍ଘଟଣାରେ ଗୁରୁତର ହେଉଛନ୍ତି ।ଏପରିକି ଲୋକେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି ।ରାସ୍ତା ର ଉଭୟ ପାର୍ଶ୍ୱରେ ହମ୍ପସ ନିର୍ମାଣ କଲେ ହୁଏତ ଲୋକେ ଦୁର୍ଘଟଣା ରୁ ବଞ୍ଚିତ ହୁଅନ୍ତେ । ବୁଲାଣି ରାସ୍ତା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଥିବା ଲୋକେ ପ୍ରକାଶ କରିଛନ୍ତି ।ଏଣୁ ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ହମ୍ପସ ନିର୍ମାଣ କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି ।ଏଣୁ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ 

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୨ ଟି ଅଭିଯୋଗର ଶୁଣାଣି 

masiha

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

Leave a Comment

error: Content is protected !!