ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

ପଲନା:୧୦/୦୨ – ମ.ନି.ସ:- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ଚହକା ଗ୍ରାମପାୟତ ଅନ୍ତର୍ଗତ କୁଟ୍ରାବାହାଲି ଗ୍ରାମ ସ୍ଥିତ ପ୍ରଭୂ ଶନି ମନ୍ଦିର  ପ୍ରାଙ୍ଗରେ ଗତ ତା ୦୬/୦୨/୨୦୨୩ ରିଖ ଦିନ ଅଷ୍ଟପହରୀ ନାମଯଜ୍ଞ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଷ୍ଟପହରୀ ନାମଯଜ୍ଞରେ ବିଭିନ୍ନ ଅଞ୍ଚଳରୁ ୬ ଗୋଟି ସଂକିତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ନାମଯଜ୍ଞରେ ଶ୍ରୀଯୁକ୍ତ ଭଜକିଶୋର ପଣ୍ତା ପୂଜକ ଭାବରେ ଥିବାବେଳେ ଶ୍ରୀଯୁକ୍ତ ନିତ୍ଯାନନ୍ଦ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସେବତୀ ପ୍ରଧାନ କର୍ତ୍ତା ଭାବରେ କାର୍ଯ୍ଯ ତୁଲାଇଥିଲେ। ଅଷ୍ଟପହରୀ ନାମଯଜ୍ଞ ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ଯମରେ ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ଯକ୍ରମକୁ ଶାନ୍ତିଶୃଙ୍ଖଳା ଭାବରେ ଗ୍ରାମବାସୀ ଙ୍କ ଦ୍ବାର ଶେଷ କରାଯାଇଥିଲା।

ପଲନାରୁ ଡମ୍ବରୁ ଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଡାବୁଗାଁରେ ବାହୁଡା ଯାତ୍ରା ପାଳିତ

Sunil Chandra Nayak

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

Sunil Chandra Nayak

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର

masiha

Leave a Comment

error: Content is protected !!