ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ମେରିଆବନ୍ଦଲି ଚମ୍ପିୟାନ

ଚିଲିଗୁଡା  //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ମା ଠାକୁରାଣୀଙ୍କ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ଖାରି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ୮ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଉଦଯାପିତ ଫାଇନାଲ ଖେଳ ଛୋରିଆଗଡ଼ କ୍ରିକେଟ ଦଳ ଏବଂ ମେରିଆବନ୍ଦଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ମେରିଆବନ୍ଦ ଲି ଦଳ ପ୍ରଥମେ ଟଚ ଜିତି ବ୍ୟାଟିଂ କରି ଥିଲା । ଏଥିରେ ମେରିଆବନ୍ଦଲି ଦଳ ୧୨ ଓଭରରେ ୧୬୭ ରନ କରିଥିଲା ।ଜବାବରେ ଛୋରିଆଗଡ଼ ଦଳ ୧୨ ଓଭରରେ ୧୫୧ ରନ କରି ପରାଜିତ ହୋଇଥିଲା ।ଏହି ଖେଳକୁ ଶେଖର ମାଝି ଏବଂ ବିନୟା ନ।ଏକ ପରିଚାଳନା କରିଥିଲେ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସ।ହିତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ସମିତି ସଭ୍ୟ ଖଲିଲ ନ।ଏକ,ରାଜପୁର ସମିତି ସଭ୍ୟ। ଲେଲି ଖର୍ସେଲ ,ସମାଜସେବୀ ହରିହର ମହାରଣା ,ଦେବେନ୍ଦ୍ର ମେହେର ,ମାଧବ ପଟେଲ ,ରାଧେଶ୍ୟାମ ନାଗ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ନବୀନ ପଟେଲ ,ଅଶୋକ ନ।ଏକ ପ୍ରମୁଖ ଯୋଗ ଦେଇ କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ଶେଖର ମାଝି ,ଉପସଭାପତି ଆଶିଷ ପଟେଲ ,ସମ୍ପାଦକ ବିନୟ ନ।ଏକ ଏବଂ କୋଷା ଧକ୍ଷ ସୌମ୍ୟରଂଜନ ବାରିକ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ନୀଳକଣ୍ଠ ନ।ଏକ ,ଆଶିଷ ପଟେଲ , ନବୀନ ମାଝି ଏବଂ ନନ୍ଦିକୃଷ ନ।ଏକ । କାର୍ଯ୍ୟକ୍ରମରେ ବିକାଶ ନ।ଏକ , ସହଦେଵ ସାହୁ ,ମୋହନ ମାଝି ,ଯଶୋବନ୍ତ ନିଆଲ ,ରଶ୍ମି ରାୟ ,ଓମ ପ୍ରକାଶ ପାଢ଼ୀ ,ପପୁ ନାଗ ,ସୋନୁ ଛ ତ୍ରିଆ ,ଘସିରାମ ସୁନାନୀ ,ସୁରଜ ବିହାର ପ୍ରମୁଖ ସହଯୋଗ କରିଥିଲେ ।ବିଜେତା ଏବଂ ଉପ ବିଜେତା ଦଳକୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ମଞ୍ଚ ପରିଚାଳନା କରିଥିବାବେଳେ ବିନୟ ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଵାଇଦାପୋଷୀ ଷ୍ଟାଡିୟମରେ ପ୍ରଥମ ସଵ୍ ଜୁନିଅର ଜିଲ୍ଲା ସ୍ତରୀୟ ରଗବୀ ଚମ୍ପିୟାନରେ ଵାଳକ ଵର୍ଗରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଵାଳିକା ବର୍ଗରେ ଶାମାଖୁଣ୍ଟା ଚମ୍ପିୟାନ

masiha

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା

Sunil Chandra Nayak

Dignitaries supported the IDCA 6th One-Day National Zonal Cricket Championship for Deaf in East Coast Railway Stadium, Bhubaneswar & SOA Cricket Ground, Bhubaneswar for inclusivity.

masiha

Leave a Comment

error: Content is protected !!